ନେତାଜୀ ବସ୍‌‌ ଟର୍ମିନାଲ ସହିତ କଟକବାସୀଙ୍କୁ ୫୪୧ କୋଟି ଟଙ୍କାର ପ୍ରକଳ୍ପର ଉପହାର…

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ(ସିଏନବିଟି)କୁ ଲୋକାର୍ପଣ କରିଛନ୍ତି । ୯୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମିତ ହୋଇଛି। ସହରର ଗମନାଗମନ…

ଦିନଟେ ଘୁଞ୍ଚିଲା, ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ…

ଭୁବନେଶ୍ବର : ଦିନଟେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯ଟାରେ ୩୦ରେ ହେବ ନିର୍ବାଚନ। ଏନେଇ ଆଜି ସୂଚନା ମିଳିଛି। ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ଦାଖଲ କରାଯାଇଥିଲା। ନୂଆଖାଇ…

ଫ୍ରାଞ୍ଚାଇଜ ଦେବା ନାଁରେ କୋଟି କୋଟି ଠକେଇ, ମୁଖ୍ୟ ଅଭିଯୁକ୍ତ ଗିରଫ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶା ସହ ସହବନ୍ଧିତ ଥିବା ଦର୍ଶାଇ ଲୋକଙ୍କୁ ଫ୍ରାଞ୍ଚାଇଜ ଦେବାକୁ କହି ଦୁଇ କୋଟିଏରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ କମିସନରେଟ ପୁଲିସର ସ୍ବତନ୍ତ୍ର ଅପରାଧ ଶାଖା ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛ ଭୁବନେଶ୍ବର ଡିଏନ…

ପୁଣି ଥରେ ମୋଦୀ ହେଲେ ସର୍ବାଧିକ ଲୋକପ୍ରିୟ ନେତା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଗ୍ଲୋବାଲ ଲିଡର ଅପ୍ରୋଭାଲ ସର୍ଭେ ଅନୁଯାୟୀ ଏହି ତାଲିକାରେ ଦ୍ବିତୀୟରେ ଥିବା ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କ ତୁଳନାରେ ମୋଦୀଙ୍କ…

ସ୍କ୍ରବ ଟାଇଫସ୍ ଆତଙ୍କ; ବରଗଡ଼ ଯିବ ଭିମସାର ଟିମ୍‌

ସମ୍ବଲପୁର : ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ…

୯ କୋଟି ଟଙ୍କାରେ ବିକ୍ରି ହେଲା ଯୁବରାଣୀ ଡାଏନାଙ୍କ ‘ବ୍ଲାକ୍‌ ସିପ୍‌’ ସ୍ବେଟର୍‌

ନୂଆଦିଲ୍ଲୀ: ଯୁବରାଣୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍‌ ରଙ୍ଗର ‘ବ୍ଲାକ୍‌ ସିପ୍‌’ (କଳାମେଣ୍ଢା) ସ୍ବେଟର୍‌ ୯ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରୟ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’…

ପାର୍ବଣ ପୂର୍ବରୁ ଟୋଲ ଫ୍ରି ନମ୍ବର ଜାରି କଲା ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌…

ଭୁବନେଶ୍ବର: ଆଗକୁ ଆସୁଛି ଗଣେଶ ପୂଜା ଓ ଦଶହରା। ପାର୍ବଣ ପୂର୍ବରୁ ଭୁବନେଶ୍ବର କମିସନରେଟ ପୁଲିସ୍‌ ତା’ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଏଥର ପୂଜାରେ ଦାଦାବଟି ମାଗୁଥିବା କୁଜି ଗୁଣ୍ଡାମାନଙ୍କୁ ଘାଇଲା କରିବ ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌।…

ହୀରାକୁଦର ଏବେ ସମୁଦାୟ ୨୬ ଟି ଗେଟ୍‌ ଖୋଲା

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ‌ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର୨୨ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା। ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍‌ ଖୋଲି…

ତିନି ମାସ ହେଲା ଛେଳି ପୋଷିବା ସହ ଗୁହାଳ ସଫା କରୁଛନ୍ତି ପୋଲିସ୍ ବାବୁ…

ନିଳଗିରି : ଛେଳି ପୋଷୁଛନ୍ତି ପୋଲିସ୍। ଖାଦ୍ୟ ଦେବା ସହ ଗୁହାଳ ସଫାକରୁଛି ପୋଲିସ୍। ଏଭଳି ଘଟଣା ଦେଖିବାକୁ ମିଳିଛି ନିଳଗିରି ଥାନାରେ। ଦୁଇଟି ଛେଳିର ଖାଇବା,ପିଇବା,ରହିବା ସହିତ ଦେଖାରଖା କରୁଛନ୍ତି ନିଳଗିରି ପୋଲିସ୍ ବାବୁ ମାନେ। ଦିନେ କି ଦୁଇ ଦିନ ନୁହେଁ ତିନି ମାସ…

ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ…

ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ କୁମାରପୁର ଗାଁର ରମେଶ ପ୍ରଧାନ। ସୂଚନା…