ପୁଲିସ୍କୁ ଦୁର୍ବ୍ୟବହାର: ବିଜେଡ଼ି ନେତାଙ୍କ ନାଁରେ ଏତଲା
ନୂଆପଡ଼ା : ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିଜେଡ଼ି ନେତାଙ୍କ ନାଁ ରେ ଏତଲା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ବିଜେଡ଼ି ନେତା ମନୋଜ ମିଶ୍ରଙ୍କ ନାଁରେ କୋମନା ଥାନାରେ ଏତଲା ହୋଇଛି । ପୁଲିସ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମନୋଜଙ୍କ ନାଁରେ ଏତଲା!-->…