ବିଧାୟକଙ୍କୁ ବିଜୟଙ୍କ ବଡ଼ ଉପହାର; କାର ସହ ମାସିକ ମିଳିବ ୭୫ ହଜାର ଟଙ୍କା

ଚେନ୍ନାଇ: ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର। ବୁଧବାର ବିଧାନସଭାରେ ବିଧାୟକମାନଙ୍କ ପାଇଁ ସେ ଏକାଧିକ ସୁବିଧା ଘୋଷଣା କରିଛନ୍ତି। ସମସ୍ତ ବିଧାୟକଙ୍କୁ ନୂତନ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା…

ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା: ୩ୟ ସନ୍ତାନ ପାଇଁ ମଧ୍ୟ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା କର୍ମଚାରୀମାନେ ଏବେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ମଧ୍ୟ ୩୬୫ ବା ବର୍ଷେ ମାତୃତ୍ୱ ଛୁଟି ପାଇବେ। ପୂର୍ବରୁ, ରାଜ୍ୟ ତୃତୀୟ ସନ୍ତାନ ପାଇଁ ୧୨…

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କଲା ଆମେରିକା, ଚୀନ ଓ ପାକିସ୍ତାନକୁ ଶକ୍ତ ଝଟକା

ଶ୍ରୀନଗର : ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ କରିଛନ୍ତି। ଭାରତରେ ନିଯୁକ୍ତ ଆମେରିକାର…

କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର, ବଢୁଛି ଆମେରିକା-ଇରାନ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳସ୍ୱରୂପ, କ୍ରମାଗତ ଚତୁର୍ଥ ଦିନ ପାଇଁ ଅଶୋଧିତ…

ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ନିଲମ୍ବିତ

ମୟୁରଭଞ୍ଜ: ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗରେ ମୟୂରଭଞ୍ଜ ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରଡା…

ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼ । କେନ୍ଦ୍ରାପଡ଼ା ସଦର ଥାନା ଅନୁଆପଡାଠାରେ ଥିବା ଇଟାଭାଟିରେ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ଗୁଳିମାଡ଼ରେ ଆହତ ହୋଇଛନ୍ତି ଗୌର ଚନ୍ଦ୍ର ରାଉତ । ଗୌରଚନ୍ଦ୍ରଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି । ଦାଦା ବଟିକୁ…

ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ରାଇରଙ୍ଗପୁର : ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ଏକ ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ । ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା…

ଓଡ଼ିଶାକୁ ରେଳବାଇର ବଡ଼ ଭେଟି; ୭,୨୨୧ କୋଟିର କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ବର:ରେଲୱେ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ଭେଟି। ଓଡ଼ିଶାର ରେଲୱେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍‌, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍‌ ଏବଂ ଖଡ଼ଗପୁର-ଭଦ୍ରକ…

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର, ରାତି ୧୨ଟା ସୁଦ୍ଧା ପୀକ୍ ଫ୍ଲଡ୍ ସମ୍ଭାବନା

ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ଗାଲୁଡିହିରୁ ସାଢ଼େ ୬ ହଜାର କ୍ୟୁସେକ୍ ପାଣି ଆସିଛି । ଆଜି ରାତି ୧୨ଟା ସୁଦ୍ଧା ସୁବର୍ଣ୍ଣରେଖାରେ ପୀକ୍ ଫ୍ଲଡ୍ ଆସିବାର ସମ୍ଭାବନା ରହିଛି ବୋଲି ଦିଲୀପ କୁମାର ରାଉତ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଫଳରେ ନଦୀ ତଳିଆ ଅଞ୍ଚଳରେ…

ଗଞ୍ଜାମ ଗସ୍ତରେ ଆସୁଛନ୍ତି ବିଧାନସଭାର ଗୃହ କମିଟି : ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ସ୍ଥିତି ଅନୁଧ୍ୟାନ

ଛତ୍ରପୁର : ଓଡ଼ିଶା ବିଧାନସଭାର ଗୃହ କମିଟି (ଉପସ୍ଥାପନ) ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସେଗୁଡ଼ିକର…