ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା

ଭୁବନେଶ୍ୱର/ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଏପରି ଏକ ସମାନ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକି ଏବେ ଚାଞ୍ଚଲ୍ୟର ବିଷୟ ପାଲଟିଛି।…

ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା

କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ…

ବିହାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କ୍ୟାମ୍ପେନ୍

ଭୁବନେଶ୍ୱର: ବିହାର ନିର୍ବାଚନ ମୈଦାନରେ ଓଡିଶା ମୁଖ୍ୟମନ୍ତ୍ରୀ। ଷ୍ଟାର କ୍ୟାମ୍ପେନରେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା…

ଋଷିକେଶରେ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ପ୍ରତିକ୍ରିୟା

ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଉପରେ ଗୁରୁବାର ଇସ୍କନ ଋଷିକେଶ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇସ୍କନ ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭୂମିକା ନଥିଲା । ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା । ଏହି…

ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ…

ନୟାଗଡ଼: ନିଶା କବଳରେ ଯୁବଗୋଷ୍ଠୀ । ଦୃର୍ବୁତ୍ତ ମାନେ ବ୍ରାଉନ ସୁଗାର, ଗଞ୍ଜେଇ ଆଦି ନିଶା ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଅନେକ ସମୟରେ କାରର ସିକ୍ରେଟ ଚାମ୍ବର ରେ ଗଞ୍ଜେଇ ପ୍ୟାକେଟ ଚାଲାଣ ଏବଂ ଯାତ୍ରୀବାହୀ ବସରେ କେତେକ ଦୁର୍ବୃତ୍ତ ଗଞ୍ଜେଇ ଚାଲାଣ…

ଭାରତ ସରକାରଙ୍କ ଅଧୀନସ୍ଥ “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଆରମ୍ଭ…

ମାଲକାନଗିରି :ମାଲକାନାଗିରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଥିବା “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଅଭିନବ ପଦକ୍ଷେପଟି ଆଜି ମଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ…

ବିନା କାର୍ଯ୍ୟରେ ସରକାରୀ ଅର୍ଥ ହଡ଼ପ କରୁଥିବା ଆସିକା ବ୍ଲକର କରିତକର୍ମା ତାରିଣୀ କିଏ…!

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି।ପାଣ୍ଡିଆ ପଥର ଓ ବାବନପୁର ଠାରେ ବିନା କାର୍ଯ୍ୟକରି ଫଲସ୍ ବିଲ କରି ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଏହି କରିତକର୍ମା ତାରିଣୀ ବାବୁ କୁଆଡ଼େ ଏହି ଦୁଇଟି ପଞ୍ଚାୟତ ରେ ଅର୍ଥ ହଡପ କରିଥିବା…

ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଲେ ଡିଆଇଜି

ଚଣ୍ଡିଗଡ଼ : ପଞ୍ଜାବ ପୁଲିସର (Punjab police) ଜଣେ ଡିଆଇଜି ଲାଞ୍ଚ ନେଇ ସିବିଆଇ (CBI) ହାତରେ ଧରା ପଡ଼ିଛନ୍ତି । ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ମାସକୁ ୫ ଲକ୍ଷ ଟଙ୍କା ନେଉଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପଞ୍ଜାବ ପୁଲିସର ରେଞ୍ଜର ଡେପୁଟି…

ମୋବାଇଲ୍ ଗେମ୍ ଖେଳୁଥିବା ବେଳେ ବାଳକଙ୍କ ମୃତ୍ୟୁ

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍ ଗେମ୍ ଖେଳୁଥିବା ସମୟରେ ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପିଲାର ପରିବାରଲୋକଙ୍କ କହିବା ଅନୁଯାୟୀ, ବିବେକ ଫ୍ରି ଫାୟାର ଗେମ୍ ଖେଳିବାରେ ଅଭ୍ୟସ୍ତ ଥିଲା। ଗତବୁଧବାର ଦିନ ସେ ଲଗାତାର…

୨୦୨୬ରେ ମାଟିରେ ମିଶିବ କି ଆଇଫେଲ୍ ଟାୱାର ?

ନୂଆଦିଲ୍ଲୀ: ଆଇଫେଲ ଟାୱାର- ଏ ନାଁ ଶୁଣିଲେ ଲୋକଙ୍କର ଆଖି ଆଗକୁ ଚାଲିଆସେ ଏକ ଆକାଶଛୁଆଁ ଟାଓ୍ଵାର କଥା । ଆଇଫେଲ ଟାୱାର ଆଗରେ ଅନେକ ଲୋକଙ୍କ ଫଟୋ ବି ଆପଣ ସୋସିଆଲ ମିଡିଆରେ ଦେଖିଥିବେ ଆଉ ଆପଣଙ୍କ ଫୋନ ହେଉ କି କମ୍ପ୍ୟୁଟର ସେଥିରେ ଓ୍ଵାଲପେପର ଥିବା ବି ଦେଖିଥିବେ । ସେହି ଆଇଫେଲ ଟାୱାରକୁ…