ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ X ଆକାଉଣ୍ଟ ହ୍ୟାକ୍

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା । ହ୍ୟାକର୍ସ ତାଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ଏବଂ ଉଭୟ ଦେଶର ଲାଇଭ-ଷ୍ଟ୍ରିମିଂ ଫଟୋ ପୋଷ୍ଟ କରିଥିଲେ । ହ୍ୟାକିଂ ପରେ, ଅଧିକାରୀମାନେ ତୁରନ୍ତ ସାଇବର…

ଭରଣ ପୋଷଣ ନଦେଇ ପାରିଲେ ବହୁ ବିବାହ ମନା : କେରଳ ହାଇକୋର୍ଟ

କେରଳ : ଜଣେ ମୁସଲମାନ ପୁରୁଷ ଅନେକ ଥର ବିବାହ କରିପାରିବେ, ଯଦି ସେ ତାଙ୍କ ସମସ୍ତ ପତ୍ନୀଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରନ୍ତି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଜଷ୍ଟିସ୍ ପି.ଭି. କୁନହିକ୍ରିଷ୍ଣନ୍ ପାଲକ୍କଡର ଜଣେ…

କାନପୁର-ଦିଲ୍ଲୀ ବିମାନରେ ପଶିଗଲା ମୂଷା, ବିମାନରୁ ଓହ୍ଲାଇଲେ ଭୟଭୀତ ଯାତ୍ରୀ

କାନପୁର : କାନପୁର ଏୟାରପୋର୍ଟରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ବିମାନରେ ମୂଷା । ଭୟଭୀତ ଯାତ୍ରୀମାନଙ୍କୁ ସୁରକ୍ଷା ଦ୍ଷ୍ଟିରୁ ବିମାନରୁ ଓହ୍ଲାଇ ଦିଆଗଲା । ଯାତ୍ରୀମାନଙ୍କୁ ଏୟାରପୋର୍ଟ ଲାଉଞ୍ଜରେ ବସାଯାଇ ବିମାନକୁ ଯାଞ୍ଚ କରାଯିବା ପରେ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା । ଖବର…

ପ୍ୟାକେଜ୍ ପାନୀୟ ଜଳର ଦର ହ୍ରାସ କଲା ରେଳବାଇ

ନୂଆଦିଲ୍ଲୀ : ଜିଏସଟି ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରେନ୍ ଏବଂ ରେଳ ପରିସରରେ ଉପଲବ୍ଧ ପ୍ୟାକେଜ୍ ପାନୀୟ ଜଳର ସର୍ବାଧିକ ଖୁଚୁରା ମୂଲ୍ୟ ହ୍ରାସ କରିବା ବିଷୟ ଘୋଷଣା କରିଛି । ପ୍ୟାକେଜ୍ ପାନୀୟ ଜଳ ବୋତଲ, ରେଲ୍ ନୀର ଏବଂ ଅନ୍ୟ ସମସ୍ତ…

ମୋହନଲାଲ ଦାଦାସାହେବ ଫାଲକେ ପାଇଁ ମନୋନୀତ

ନୂଆଦିଲ୍ଲୀ : ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ମୋହନଲାଲଙ୍କୁ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆସନ୍ତା ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର…

ଭାରତ-ପାକିସ୍ତାନ ସୁପର-୪ ମୁକାବିଲା ଆଜି

ଦୁବାଇ : ଚଳିତ ଏସିଆ କପ୍‌ରେ ଠିକ୍‌ ସପ୍ତାହକ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁକାବିଲା ହେବ। ଆଜି ଉଭୟ ଦଳ ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍‌ ଖେଳିବେ। ସ୍ବାଭାବିକ ଭାବେ ଉଭୟ ଦଳ ପ୍ରଥମ ମ୍ୟାଚ୍‌ ଜିତି ଫାଇନାଲ ଆଡ଼କୁ ପାଦ ବଢ଼ାଇବାକୁ…

ବାଣ ଗୋଦାମରେ ବିସ୍ଫୋରଣ: ଦୁଇ ମୃତ, ୮ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଗାଁରେ ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ମନମୋହନ

ଭୁବନେଶ୍ଵର : ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି। ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର ପଦ୍ମ ଫୁଟିବ। ଏଥିସହିତ ସେ ଚାଷୀଙ୍କୁ…

ବ୍ରହ୍ମପୁରରେ ନୁହେଁ ଝାରସୁଗୁଡାରେ ହେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ !

ଭୁବନେଶ୍ଵର: ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତର ସୂଚୀ ବଦଳିପାରେ ` ବ୍ରହ୍ମପୁର ବଦଳରେ ଅନ୍ୟ କେଉଁଠି କାର୍ଯ୍ୟକ୍ରମ ହୋଇପାରେ। ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ସେବା ପକ୍ଷ ଅବସରରେ ସେ ସରକାରଙ୍କର ଏକ କାର୍ଯ୍ୟକ୍ରମରେ…

ନିଶାମୁକ୍ତ ହେବ ଭାରତ: ଗଣଦୌଡରେ ମୁଖ୍ୟମନ୍ତ୍ରୀ ହେଲେ ସାମିଲ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ରବିବାର ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ବିଜେପି ଜନତା ମୋର୍ଚ୍ଚା ଦ୍ଵାରା ଏହି ନମୋ ଯୁବ…