ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ
ଭୁବନେଶ୍ୱର : ସୁସ୍ଥ ଅଛନ୍ତି ନବୀନ । ଆଜି ହସପିଟାଲରୁ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ଥିବା ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଲେ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଛନ୍ତି ନବୀନ । ଡିହାଇଡ୍ରେସନ!-->…