ରାହୁଲଙ୍କ ‘ଭୋଟ ଅଧିକାର ଯାତ୍ରା’ ଆରମ୍ଭ
ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲିଠାରୁ ବିହାରରେ ‘ଭୋଟ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ବିହାର ପାଇଁ ନିର୍ବାଚନ କମିସନ (ଇସି)ଙ୍କ ଦ୍ବାରା ନିକଟରେ କରାଯାଇଥିବା ଭୋଟର ତାଲିକା ସମୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି ବୋଲି ରାହୁଲ!-->…