ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ମେଲୋନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଦେଶବିଦେଶରୁ ଅନେକ ନେତା ଶୁଭେଚ୍ଛା ଜଣାଉଥିବା ବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ବିଶେଷ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର

ସେବା ସଂକଳ୍ପ ଅଭିଯାନ: ମେଗା ରକ୍ତଦାନ ଶିବିରରେ ୬,୫୦୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ରକ୍ତଦାନ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରନ୍ତି। ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ରକ୍ତର ବିକଳ୍ପ ନାହିଁ। ଏହା କୌଣସି କାରଖାନାରେ ତିଆରି ମଧ୍ୟ ହୋଇପାରେ ନାହିଁ। ଏଭଳି ବାର୍ତ୍ତା ଦେଇ ରକ୍ତଦାନ ପାଇଁ ଲୋକଙ୍କୁ ଆହ୍ୱାନ

ଡିସିପି  ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

ଭୁବନେଶ୍ବର:ଭୁବନେଶ୍ବର ଡିସିପି  ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ଡିସିପିଙ୍କ  ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ ଜଗମୋହନ ମୀନା।  ୨୦୧୩ ବ୍ୟାଚ୍‌ର ଏହି ଆଇପିଏସ ଅଫିସର ପୂର୍ବରୁ ମାଲକାନଗିରି, ଗଂଜାମର ଏସପି ରହି

ଭୁବନେଶ୍ୱରରେ CEMCର ବଡ଼ ଆକ୍ସନ, ରବି ଟକିଜରୁ ଟଙ୍କପାଣି ରୋଡ୍‌ରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର: ଭୁବନେଶ୍ୱରରେ CEMCର ବଡ଼ ଆକ୍ସନ। ସକାଳ ୧୦ଟାରୁ ରବି ଟକିଜରୁ ଟଙ୍କପାଣି ରୋଡ୍ ଅର୍ଥାତ୍ ଦିବାକର ମାର୍ଗରେ ଗର୍ଜିଲା ବୁଲଡୋଜର। BDAର ଜଏଣ୍ଟ କମିଶନରଙ୍କ ଚିଠି , CEMCର ମିଳିତ ଟିମ୍ ପକ୍ଷରୁ କରାଯାଇଛି ଉଚ୍ଛେଦ ଅଭିଯାନ। ଡ୍ରେନ୍ ନିର୍ମାଣରେ ବାଧା ସାଜୁଥିବା ଜବରଦଖଲ ହଟାଇବାକୁ

କାରରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ

ଚଣ୍ଡିଖୋଲ: କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଗଞ୍ଜେଇ ଜବତ ସହ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବା ବେଳେ, ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଗଞ୍ଜେଇ ଚୋରା ଚାଲାଣରେ ଆଉ କାହାର ସଂପୃକ୍ତି ରହିଛି ? ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ବିଷ ପିଆଇ ହତ୍ୟା, ୧୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ପାରଳାଖେମୁଣ୍ଡି: ୨୦୨୧ ମସିହାର ବହୁ ଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଥିବା ଏହି ନୃଶଂସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଲେ ସଲମାନ ଖାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସଲମାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ Xରେ ଏକ ଶୁଭେଛା ବାର୍ତ୍ତା ପୋଷ୍ଟ କରିଛନ୍ତି।ସଲମାନ ଖାନ ଲେଖିଛନ୍ତି, “ଜନମ ଦିନ ମୁବାରକ ହୋ

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନେବ ଏସ୍‌ଟିଏଫ୍‌;୩ ଓରାଙ୍ଗଉଟାନଙ୍କୁ ରକ୍ତହୀନତା

ଭୁବନେଶ୍ବର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସ୍‌ଟିଏଫ୍‌କୁ ଆଉ ଏକ ସୁରାକ୍‌ ମିଳିଛି। ଓରାଙ୍ଗଉଟାନ ଚାଲାଣ ଚେର ବିଦେଶକୁ ଲମ୍ବିଛି। ଇଣ୍ଡୋନେସିଆରୁ ବାଂଲାଦେଶ, ଭାରତରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ସାମ୍ରାଜ୍ୟ। ବିଦେଶରେ ରହି ମାଫିଆ ପରିଚାଳିତ କରୁଥିବା ତଦନ୍ତରୁ

ପୁରୀରେ ଖଜା ଦୋକାନରେ ଚଢାଉ ; ବାସୀ ଚିନି ଶିରା, ନିମ୍ନମାନର ପାମୋଲିନ ତେଲର ହେଉଛି ବ୍ୟବହାର

ପୁରୀ : ଖଜା ଦୋକାନରେ ଚଢାଉ। ଗୁରୁବାର ସକାଳୁ ସକାଳୁ ପୁରୀର କେତେକ ଖଜା ଓ ଗଜା ଦୋକାନରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଖଜା ଓ ଗଜା ପ୍ରସ୍ତୁତି କେନ୍ଦ୍ରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ପୁଲିସ ମିଳିତ ଭାବେ ଏହି ଚଢାଉ କରିଛନ୍ତି। ଚଢାଉ ସମୟରେ ଜଣାପଡ଼ିଛି ଖଜା ନିମ୍ନମାନର

ଉତ୍ତର ଥାଇଲାଣ୍ଡରେ ଘୂର୍ଣ୍ଣିବଳୟ, ୧୯ରେ ଲଘୁଚାପ ; ୧୯ରେ ବାତ୍ୟା ଆକଳନ: ଆଇଏମ୍‌ଡି

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା ଭିତରେ ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିନ୍ତୁ ସମ୍ଭାବ୍ୟ