୫ମ ଟେଷ୍ଟ : ଇଂଲଣ୍ଡକୁ ୬ ରନରେ ହରାଇଲା ଭାରତ, ସିରିଜ ଡ୍ର
ଓଭାଲରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଘରୋଇ ଦଳକୁ ଟିମ ଇଣ୍ଡିଆ ୬ ରନରେ ପରାଜିତ କରିଛି। ରୋମାଞ୍ଚଭରା ଏହି ମ୍ୟାଚର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିବାବେଳେ ଇଂଲଣ୍ଡକୁ ୩୫ ରନ ଦରକାର ପଡ଼ୁଥିଲା। ଭାରତୀୟ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରି!-->…