ସାଳନ୍ଦୀରେ ୧୦୦ ଫୁଟର ଘାଇ, ବିପଦ ସଙ୍କେତ ମୁହାଁ ବୈତରଣୀ ଜଳସ୍ତର

ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । …

୧୪ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୧୪ ଅଗଷ୍ଟ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା । ଓଡ଼ିଶାରେ ବଢ଼ିପାରେ ବର୍ଷା । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବାର ସଙ୍କେତ ମିଳିଛି । ୧୪ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଜଣେ ଶିକ୍ଷକ ଥିବା ସ୍କୁଲରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଜଣେ ଶିକ୍ଷକ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ…

ହର ଘର ତ୍ରିରଙ୍ଗା-୨୦୨୬ ଅବସରରେ କୋରାପୁଟରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

କୋରାପୁଟ:-08/08/26--- ଆସନ୍ତା ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶବ୍ୟାପୀ ‘ହର ଘର ତ୍ରିରଙ୍ଗା-2026’ ଅଭିଯାନକୁ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଦେଶର ବିଭିନ୍ନ ସ୍ଥାନରେ ଅଗଷ୍ଟ…

ବଦଳିବ ଆଇଟି ନିୟମ ; ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ ଗୁଡିକୁ ହଟାଇବା…

ଟ୍ରମ୍ପଙ୍କ ହେଲିକପ୍ଟର ନିକଟରେ ଉଡ଼ିଲା ଯାତ୍ରୀବାହୀ ବିମାନ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତିଙ୍କ ସରକାରୀ ହେଲିକପ୍ଟର ‘ମାରିନ୍ ୱାନ୍’ ଏକ ଯାତ୍ରୀବାହୀ ବିମାନର ଅତି ନିକଟତର ହୋଇଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ସୁରକ୍ଷା ତ୍ରୁଟିକୁ ନେଇ ଏବେ…

୩ ଝିଅ ଥାଇ ବି ବୃଦ୍ଧାଶ୍ରମ କର୍ମଚାରୀ କଲେ ଅନ୍ତିମ ସଂସ୍କାର, ଭିଡିଓ କଲରେ ଦେଲେ ବାପାଙ୍କୁ ଶେଷ ବିଦାୟ

ହରିୟାଣା: ହରିୟାଣାର ସୋନିପତରୁ ଆସିଛି ଏକ ଦୁଃଖଦ ଘଟଣା । ଯାହା ଶୁଣିବା ପରେ ଅନେକ ଲୋକ ଭାବପ୍ରବଣ ହୋଇପଡ଼ିଛନ୍ତି । ଜୀବନ ସାରା ଯେଉଁ ସନ୍ତାନଙ୍କ ପାଇଁ ବାପା-ମା’ ସବୁକିଛି କରନ୍ତି, ସେହି ସନ୍ତାନମାନେ ଯଦି ଶେଷ ସମୟରେ ସାଥିରେ ନ ରୁହନ୍ତି, ତାଠାରୁ ବଡ଼ ଦୁଃଖ ଆଉ କଣ ହୋଇପାରେ ।…

ସ୍କୁଲରେ ଗୁଳିକାଣ୍ଡ, ୬ ମୃତ

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନାନୁଯାୟୀ, ଏହି…

ମେଟାକୁ ୫୦୦୦ କୋଟି ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଏବଂ ଫେସବୁକର ମୂଳ କମ୍ପାନୀ Metaକୁ ନ୍ୟୁ ମେକ୍ସିକୋର ଏକ କୋର୍ଟର ବଡ଼ ଝଟକା । ସୋସିଆଲ ମିଡିଆ ଦ୍ୱାରା ଯୁବକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ କମ୍ପାନୀକୁ କ୍ଷତିପୂରଣ ପାଇଁ ୫୬୭ ନିୟୁତ କିମ୍ବା ୫୦୦୦ କୋଟି ଟଙ୍କା ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି…

ହସ୍ତତନ୍ତ ଦିବସରେ ମୋଦିଙ୍କ ଆହ୍ୱାନ, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କଲେ ନିବେଦନ

ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସରେ ସ୍ଥାନୀୟ ବସ୍ତ୍ର ଏବଂ ପାରମ୍ପାରିକ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦେଶକୁ ସମ୍ବୋଧିତ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସ୍ଥାନୀୟ ବସ୍ତ୍ରର ଲୋକପ୍ରିୟତା…