ଗୁଜରାଟରେ ବିରଳ ଦୃଶ୍ୟ, କୂଅ ଭିତରେ ପାଣିର ଢେଉ

ଗୁଜରାଟ: ଗୁଜରାଟରେ ଅଜବ ଦୃଶ୍ୟ । କୂଅ ଭିତରେ ପାଣିର ଢେଉ । ୧୮ ଫୁଟ ଗଭୀର କୂଅର ପାଣି ହଠାତ ନିଜେ ନିଜେ ଢେଉ ଭଳି ଦୋହଲିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏହାକୁ ପ୍ରେତାତ୍ମା ବା ଅଲୌକିକ ଶକ୍ତି ବୋଲି ଭାବି ଭୟଭୀତ । ଗୁଜରାଟ ମୋର୍ବି ଜିଲ୍ଲା ଭିରପରଦା ଗାଁର…

ପ୍ରବଳ ବର୍ଷାରେ ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ୨ ଘଣ୍ଟା ଯାତାୟାତ ବ୍ୟାହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବର୍ଷା ପାଣି ନିଷ୍କାସନର ସୁବିଧା ନଥିବାରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଫଳରେ ପ୍ରାୟ ଦୁଇ…

ନିଶାଶକ୍ତ ଯୁବକକୁ ଉଦ୍ଧାର କରି ଚିକିତ୍ସା ପରେ ଘରକୁ ପଠାଇଲା ବାଲୁଗାଁ ପୋଲିସ

ବାଲୁଗାଁ : ବର୍ତ୍ତମାନ ସମୟରେ ମାନବିକତା ବଞ୍ଚି ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ବାଲୁଗାଁ ପୋଲିସ । ଖବର ମୁତାବକ ଗୁରୁବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଗାନ୍ଧୀ ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ପଡି ସାଧାରଣ ଜନତାଙ୍କୁ ଗାଳିଗୁଲଜ କରୁଥିବା ଦେଖି ସ୍ଥାନୀୟ ଲୋକେ ୧୧୨ କୁ ଫୋନ…

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦଘାଟିତ; ପ୍ରାୟ ୭.୭୯ କୋଟି ବ୍ୟୟରେ…

କୋଟପାଡ଼ (କୋରାପୁଟ) : କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କୋଠାର ଶୁଭ ଉଦଘାଟନ ହୋଇଯାଇଛି। ସ୍ଥାନୀୟ ବିଧାୟକଙ୍କ କରକମଳରେ ଏହି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ପ୍ରାୟ ୭…

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପରବର୍ତ୍ତୀ କିସ୍ତି ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୫…

ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି

ଭୁବନେଶ୍ୱର : ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି । ଏନେଇ ଅଭିଯୋଗ ପରେ ତଦନ୍ତ କରୁଛି ଭୁବନେଶ୍ବର ଜିଆରପି । ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଆହତ ଯୁବକ ୧୯…

ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍‌ ଇଣ୍ଡିଆ

ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍‌ ଇଣ୍ଡିଆ। କେବଳ କୋଇଲା କ୍ଷେତ୍ରରେ ସୀମିତ ଥିବା କୋଲ୍‌ ଇଣ୍ଡିଆ ଏହାର ବିବିଧକରଣ ନୀତି ଅନୁସାରେ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ଥର ପାଇଁ କମ୍ପାନୀ କୋଇଲା ଖଣି ବାହାରେ ଅନ୍ୟ ଖଣି ପରିଚାଳନା କରିବାକୁ ଯାଉଛି।…

ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ, ଯୋଗ ଦେଲେ ୨୦୦ରୁ ଅଧିକ ପ୍ରତିନିଧି

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ BRICS ଶିକ୍ଷାମନ୍ତ୍ରୀ ବୈଠକରେ ଭବିଷ୍ୟତମୁଖୀ ଶିକ୍ଷା, ଦକ୍ଷତା ଓ ଗବେଷଣା ସହଯୋଗ ଉପରେ ଗୁରୁତ୍ୱ। ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଏକ ହୋଟେଲରେ ଆୟୋଜନ ହୋଇଛି। ବ୍ରାଜିଲ, ରୁଷ, ଚୀନ,…

ନଦୀରେ ଭାସିଗଲେ ୨ ଯୁବକ : ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

ଭୁବନେଶ୍ୱର : ପୁଣି ନଦୀରେ ବୁଡି ଚାଲିଗଲା ଜୀବନ। କୁଆଖାଇ ନଦୀରେ ଭାସି ଯାଇଥିବା ୨ ଯୁବକଙ୍କ ମଧ୍ୟରୁ ମିଳିଲା ଜଣଙ୍କ ମୃତଦେହ। ମିଳିଥିବା ଖବର ଅନୁଯାୟୀ, ୪ ଜଣ ସାଙ୍ଗ ଗାଧୋଉଥିବା ବେଳେ ବାଲିଆନ୍ତା ସତ୍ୟଭାମାପୁର ପଞ୍ଚାୟତ ଇନ୍ଦ୍ରପାଳ ସାଇମନ୍ଦିର ନିକଟରେ ୨ ଜଣ ଭାସି ଯାଇଥିଲେ। ଖବର ପାଇବା…

କ୍ଷତ୍ରିୟବରପୁର ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୋରଡ଼ା : ୧୨୯–ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷତ୍ରିୟବରପୁରରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍‌ସି) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ବୁଥ୍ ସ୍ତରୀୟ…