ମା ବଗଳାମୁଖୀଙ୍କ ପୀଠରେ ଗୁରୁକୁଳ ବେଦ ବିଦ୍ୟାଳୟ ସ୍ଥାପନ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଲୋକନାଥପୁର ଗ୍ରାମ ସ୍ଥିତ ମା ବଗଳାମୁଖୀ ଙ୍କ ଶକ୍ତି ପୀଠରେ ପବିତ୍ର ଆଷାଢ଼ ଶୁକ୍ରବାର କୃଷ୍ଣ ଦଶମୀ ପକ୍ଷରେ ଏକ ଗୁରୁକୁଳ ବେଦ ବିଦ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଚିକିଟୀ ଅଞ୍ଚଳ ତଥା ସମଗ୍ର ଓଡ଼ିଶାରେ ସନାତନ ଧର୍ମ ର ରକ୍ଷା ତଥା ବେଦ ବିଦ୍ୟାର!-->…