ବ୍ରହ୍ମପୁର ଷ୍ଟାଡିୟମ ଠାରେ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ…
ବ୍ରହପୁର 19/6ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ଯୋଗ କୁ ବିଶ୍ଵବ୍ୟାପୀ କରାଯାଉଛି l ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜୁନ 21 ରେ ସାରା ଭାରତ ରେ ଏକ ଲକ୍ଷ ରୁ ଉର୍ଦ୍ଧ ଯାଗାରେ ଅନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଯୋଗ ଉତ୍ସବ ମହା ସମାରୋହରେ ପାଳନ କରାଯାଉଥିବା ବେଳେ!-->…