ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମରଣସଭା…
ବ୍ରହ୍ମପୁର, ତା ୧୭.୬.୨୦୨୫ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ସ୍ଥାନୀୟ ଗିରିରୋଡ ଗୋପବନ୍ଧୁ ଛକ ସ୍ଥିତ ପ୍ରତିମୂର୍ତ୍ତୀରେ ଯଥା ମର୍ଯ୍ୟାଦାର ସହ ସମିତି ସଭାପତି ଆର.ସତ୍ୟ ନାରାୟଣ!-->!-->!-->…