ବୀମା ନଥିଲେ ପେଟ୍ରୋଲ ବନ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ବୀମା ନଥିଲେ ପେଟ୍ରୋଲ ବନ୍ଦ । ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପ । ଦେଶରେ ଥାର୍ଡ ପାର୍ଟି ମୋଟର ବୀମାକୁ ବାଧ୍ୟତାମୂଳକ କରିବା ଦିଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବୈଧ ଥାର୍ଡ ପାର୍ଟି ବୀମା ନଥିବା ଗାଡ଼ିକୁ ପେଟ୍ରୋଲ…

ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ! ମିଳିବ ବିଶ୍ୱସ୍ତରୀୟ ଶିକ୍ଷା

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି ପ୍ରସିଦ୍ଧ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ…

ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ନୟାଗଡ଼ : ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାରମ୍ୟାନ ରୋଟାରିଆନ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ…

ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନସନରମାନଙ୍କ ଧାରଣା

ବ୍ରହ୍ମପୁର : ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଶତାଧିକ ସଭ୍ୟ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ I ଶ୍ରୀମତୀ ତୁଳନା ବର୍ଧନ ସ୍ୱାସ୍ଥ୍ୟ ପରିଦର୍ଶିକା ଭାବେ…

୩୨୦ କିଲୋ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ବଡଲିଗୁଡା ଅଞ୍ଚଳରେ ମଙ୍ଗଳବାର କାଲିମେଳା ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣ ବ୍ୟବସାୟ ଉପରେ ଚଢାଉ କରି ସଫଳତା ପାଇଛି । ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ପୋଲିସ ବଡଲିଗୁଡା ଅଞ୍ଚଳରେ ଚଢାଉ କରି ଏକ ପିକଅପ୍ ଭ୍ୟାନ୍…

କର୍କଟ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଦେୟମୁକ୍ତ ହେବ କ୍ୟାନସର ରୋଗୀଙ୍କ ଜଟିଳ ଚିକିତ୍ସା

ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ’ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା…

ପିଇଓ ଅଭାବରେ ବିପର୍ଯ୍ୟସ୍ତ ପଞ୍ଚାୟତ ସେବା

ଗୁଡ଼ାରୀ : ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ବ୍ଲକରେ ପଞ୍ଚାୟତ ପ୍ରଶାସନ ବ୍ୟବସ୍ଥା ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ୯ଟି ଗ୍ରାମ ପଞ୍ଚାୟତ ପାଇଁ ନିୟମ ଅନୁଯାୟୀ ୯ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ରହିବା କଥା ଥିଲେ ମଧ୍ୟ ବର୍ତ୍ତମାନ ମାତ୍ର ୫ ଜଣ ପିଇଓଙ୍କ ଉପରେ ସମସ୍ତ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡି ପ୍ରତିନଧି ମଣ୍ଡଳୀ

ହରଭଙ୍ଗା : ବୌଦ୍ଧ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ହରଭଙ୍ଗା ବ୍ଲକର ବନ୍ୟାପ୍ରଭାବିତ କୁଶଙ୍ଗ, ହରଭଙ୍ଗା, ସଂକୁଳେଇ ପଞ୍ଚାୟତର କୁମାରୀ, ଅତଲସରା, କୋଡାଶିଙ୍ଗା, ପାଣିଘରା ଆଦିଗ୍ରାମ ପରିଦର୍ଶନ…

ମଧ୍ୟାହ୍ନଭୋଜନ ଖାଇ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

କାମାକ୍ଷାନଗର: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଢେଙ୍କାନାଳ ଜିଲ୍ଲା ଭୂବନ ଉଚ୍ଚବିଦ୍ୟାଳୟର ମଙ୍ଗରାଜ ସାଥୁଆ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଛାତ୍ର ଜଣଙ୍କ ଚେତାସୂନ୍ୟ ହୋଇଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା…

ସାଳନ୍ଦୀ ନଦୀରେ ପୁଣି ବନ୍ୟା, ଭୟରେ ଅଞ୍ଚଳବାସୀ

ଭଦ୍ରକ: ସାଳନ୍ଦୀ ନଦୀରେ ପୁଣି ବନ୍ୟା ପାଣି ଆସିଲା । ଫଳରେ ଲୋକେ ଭୟଭୀତ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳ ଗୋପ ବିନ୍ଧା ପଂଚାୟତ ଜଳାର୍ଣ୍ଣବ। ମାତ ଗଜ ପୁର ବ୍ରିଜ ଉପରେ ପୁଣି ଚାଲିଲା ବନ୍ୟା ପାଣି । ଶହ ଶହ ହେକ୍ଟର ଚାଷ ଜମିରେ ପୁଣି ବନ୍ୟା ପାଣି ପ୍ରବେଶ କରିଛି। ଲୋକ ମାନେ ନାହିଁ…