କାଳ ବୈଶାଖୀ ପ୍ରଭାବ : ମାଲକାନଗିରି ସଦରରେ ଭାଙ୍ଗିଲା ଅନେକ ଗଛ ବିଦ୍ୟୁତ ସରବରାହ ବନ୍ଦ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦର ସମେତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ବର୍ଷା ସହ ଘଡଘଡି ମାରିଥିବା ଦେଖିବାକୁ ମିଳିଛି। ପବନ ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହାକୁମା ଡିଏନକେ ୧୧୯ କଲୋନୀ ରେ ଏକ ବୃହତ ଆମ୍ବ ଗଛ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡି ବା ଦ୍ୱାରା ବଦ୍ୟୁତ ତାର!-->…