ବର୍ଷାରେ କ୍ଷତିଗ୍ରସ୍ତ ଗ୍ରାମ୍ୟ ସଡ଼କ ମରାମତି ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଏବେ ଲଗାଣ ବର୍ଷା ସହ ଉତ୍କଟ ବନ୍ୟା ପରିସ୍ଥିତି ଲାଗି ରହିଛି । ଏଥି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ରାସ୍ତା, ପୋଲ, କଲଭର୍ଟ ଏବଂ କ୍ରସ୍-ଡ୍ରେନେଜ୍ (ସିଡି) କାର୍ଯ୍ୟର ତୁରନ୍ତ ମରାମତି ଓ ପୁନରୁଦ୍ଧାର କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ଼ା ନିର୍ଦ୍ଦେଶ…

ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଅଦାନୀ ଗ୍ରୁପ୍‌!

ଭୁବନେଶ୍ୱର: ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ଆଜି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି ଅଦାନୀ ଗ୍ରୁପ୍‌ର ପ୍ରତିନିଧିମାନେ । ଖାରବେଳ ଭବନଠାରେ ଏହି ସାକ୍ଷାତ ସମୟରେ ତାଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ…

୩୦ ହଜାର ଲାଞ୍ଚ ନେବା ବେଳେ ଆରଆଇ ଓ ସହଯୋଗୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ କଟକ ଜିଲ୍ଲାର ନିଆଳି ତହସିଲ ଅନ୍ତର୍ଗତ ମାଧବା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) କିଶୋର କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ସେମାନେ ୩୦ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏକ ମ୍ୟୁଟେସନ୍…

ବନ୍ୟା ଘେରରେ କେନ୍ଦ୍ରାପଡ଼ା ଜିଲ୍ଲାର ୭ ବ୍ଲକ; ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ୮ ମେଡିକାଲ ଟିମ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି । ଜିଲାର ୩୮ଟି ପଞ୍ଚାୟତର ୭୫ଟି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବ ସେ କହିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ…

ଏମକେସିଜି ପିଜି ପରୀକ୍ଷା ବିବାଦ: ପ୍ରଶ୍ନପତ୍ର ଲିକ୍ ନୁହେଁ ମାଲ୍‌ପ୍ରାକ୍ଟିସ୍ ବୋଲି ସ୍ପଷ୍ଟ କଲେ କୁଳପତି

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ବିବାଦ ନୂଆ ମୋଡ଼ ନେଇଛି। ଗତ ୨୭ ତାରିଖରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ବରଂ ଏହା ଏକ ‘ମାଲ୍‌ପ୍ରାକ୍ଟିସ’ (ଅସାଧୁ…

ମୁଣ୍ଡଳୀରେ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ: ଆଗକୁ ନାହିଁ ବନ୍ୟା ଭୟ

କଟକ: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। କେବଳ ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ଥିବା ସେ କହିଛନ୍ତି। ତଥାପି ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ…

ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଅଭିଭାବକ ମହାସଂଘର ଅନଶନ

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି…

ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତିକୁ ନେଇ ଲାଞ୍ଚ, ଠିକା ସଂସ୍ଥା ବିରୋଧରେ ଅଭିଯୋଗ ଆଣିଲେ ଆଶାୟୀ । ପ୍ରମାଣ ମିଳିଲେ ହେବ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପାରାମେଡିକାଲ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଞ୍ଚ କାରବାରର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଯୁକ୍ତି ଦାୟିତ୍ୱ ପାଇଥିବା ଏକ ଘରୋଇ ସଂସ୍ଥା ଆଶାୟୀ ପ୍ରାର୍ଥୀଙ୍କଠାରୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା…

ନଦୀରେ ପାଣି, ମାଫିଆ ମାନଙ୍କ ହାତରେ ପାହାଡ଼ ପାହାଡ଼ ବାଲି ଷ୍ଟକ ପ୍ରଶାସନ କରୁଛି କ’ଣ ?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ନଦୀ ଗୁଡିକରେ ବର୍ଷା ଜଳ ପ୍ରବାହିତ ହେଉଛି। ବର୍ଷା ଦିନ ପୂର୍ବରୁ ଚୋରା ବାଲି ମାଫିଆ ମାନେ ଖୋଲା ସ୍ଥାନରେ ପାହାଡ଼ ଭଳି ବାଲି ଷ୍ଟକ କରି ମହଜୁଦ ରଖିଛନ୍ତି। ବାଲି ଅଭାବ ଦର୍ଶାଇ ଚଢ଼ା ଦରରେ ବାଲି ବିକ୍ରି ହେଉଛି। ଏପଟେ ସରକାର ଅକ୍ଟୋବର ମାସ…

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ କାର୍ଯ୍ୟରତ ଯୁବ ଅଧ୍ଯାପକ ଦ୍ୱୟଙ୍କୁ ଭବ୍ଯ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ମହାବିଦ୍ୟାଳୟର ଇତିହାସ ଅଧ୍ଯାପକ ମାନସ ରଂଜନ ପ୍ରଧାନ ଖଡିଆଳ ସ୍ୱୟଂଶାସିତ ମହାବିଦ୍ଯାଳୟ କୁ ଓ ଅର୍ଥନୀତି…