ସରକାରୀ ନିୟମ କୁ ଫୁ :ମଦ ନିଗମକୁ ପରିବହନ ପାଇଁ ଲାଗିଛି ଦଶ ବର୍ଷର ପୁରୁଣା ଗାଡି..! ଏହା ରାଜନୈତିକ ଚାପ ନା…
ଜିଲ୍ଲା ପରିବହନ ବିଭାଗ କାହା ଚାପ ରେ ଚୁପ ନହୋଇଛି ଫିକ୍ସଙ୍ଗ..!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପରେ ପ୍ରସ୍ତୁତ ହେଉଥିବା ମଦ (ଆସିକା ଫୋର୍ଟି) କୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏଠାରୁ ପରିବହନ କରାଯାଏ। ସରକାର ଗାଇଡ଼ ଲାଇନ ଅନୁଯାଇ ଦଶ ବର୍ଷ ରୁ ଉର୍ଦ୍ଧ!-->!-->!-->!-->!-->…