ଜେସିବି ଦ୍ୱାରା ହେଉଛି ଏନ. ଆର.ଜି.ଏ କାର୍ଯ୍ୟ…
ପି ସି ଖାଇ ପ୍ରଶାସନ ନୀରବ ଦ୍ରଷ୍ଟା...
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଆଜି ଖଣ୍ଡଦେଉଳୀ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୋଠ ଗାଁ ଠାରେ ମଶାଣିବନ୍ଧ ନାମରେ କୁଆଡ଼େ ଜେସିବି ଦ୍ୱାରା ଏନ.!-->!-->!-->…