ଅବ୍ୟବସ୍ଥାରେ ଚାଲିଛି ନୟାଗଡ଼ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ସେବା ସମବାୟ ସମିତି
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୧୫୭ ଟି ସେବା ସମବାୟ ସମିତି ରହିଥିବା ବେଳେ ରାଜ୍ୟ ଅଡିଟ ରିପୋର୍ଟ ଅନୁସାରେ ନୟାଗଡ଼ ଜିଲ୍ଲାର ୧୧ ଟି ସମବାୟ ସମିତି ଲାଭ ଦେଖାଉଥିବା ବେଳେ ଅବଶିଷ୍ଟ ୧୪୬ ସମବାୟ ସମିତି କ୍ଷତି ରେ ଚାଲିଛି ।ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୨୭୧୧ ଟି ସମବାୟ ସମିତି ଥିବା ବେଳେ!-->…