ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଦଣ୍ଡନାଚ
ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଦଣ୍ଡନାଚ । ଚୈତ୍ରପୂର୍ଣ୍ଣିମା ଠାରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପର୍ବ ପାଳନ ହୁଏ । ସାଧାରଣତଃ ଏହା ଏକୋଇଶି ଦିନ ବ୍ୟାପୀ ହୋଇଥାଏ କିନ୍ତୁ ଅନେକ ସ୍ଥାନରେ ଏହା ୧୩, ୧୬ କିମ୍ବା ୧୮ ଦିନ ପାଇଁ ମଧ୍ୟ!-->…