ଶ୍ରୀପଞ୍ଚମୀରେ ସରସ୍ୱତୀ ବେଶରେ ଦର୍ଶନ ଦେଲେ, ଉତ୍କଳ ଭାରତୀ ମା ସାରଳା
ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟା ଦେବୀ ଭାବରେ, ପ୍ରତିଷ୍ଠିତ। ସେଥି ପାଇଁ ତାଙ୍କୁ ଉତ୍କଳ ଭାରତୀ, ବାଗଦେବୀ ଓ ବିଦ୍ୟାପ୍ରଦାୟିନୀ ଭାବେ ଗ୍ରହଣ କରାଯାଇ ଥାଏ। ମାଘ ଶୁକ୍ଳ!-->…