ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଏଣ୍ଟ୍ରାନ୍ସ ପରୀକ୍ଷା…

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତିନଟି ସେଣ୍ଟର ରେ ପରୀକ୍ଷା ହୋଇଯାଇଛି ! ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରମିତ୍ରପୁର, ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କୁଆଁରମୁଣ୍ଡା ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେଲିପୋଷ କୁଆଁରମୁଣ୍ଡା ରେ ସେଣ୍ଟର ପଡିଥିଲା !…

ବ୍ରହ୍ମପୁର ଏମକେସିଜି ପିଜି ଡାକ୍ତରରାଣୀଙ୍କୁ ଲୁଟ୍ ଓ ଆକ୍ରମଣ ଉଦ୍ୟମ ଅଭିଯୋଗ, ସୁରକ୍ଷା ଯୋଗାଇବାକୁ ପି.ଜି. ଡାକ୍ତର…

ବ୍ରହ୍ମପୁର : ଗତକାଲି ରାତିରେ ବିକର୍ତ୍ତବ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ ସହ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ ଫାଟକ ସମ୍ମୁଖରେ ରାତିରେ ଦୁର୍ବୁତ୍ତମାନେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ସୋମବାର ରାତି ସାଢେ ୮ଟା ବେଳେ…

ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ଠକେଇ ଘଟଣା : ଦୁଇଟି ମମାଲର ରାୟ ପ୍ରକାଶ

ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆଇ ଏଫ ଏସ ଅଭୟ ପାଠକ, ପୁଅ ଆକାଶ ପାଠକ ତିନିଜଣଙ୍କୁ ଦୁଇଟି ମାମଲା ରେ ନିର୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର କୋର୍ଟ । ଟାଟା କମ୍ପାନୀରେ ଚାକିରୀ କରେଇବାକୁ କହି ଟଙ୍କା ଠକି ନେବା ଘଟଣାରେ ପୂର୍ବତନ ବିଧାୟକ ତଥା…

୨ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ହିଞ୍ଜିଳିକାଟୁ : ୫୯; ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପାଟପୁର ଥାନା ଡେଙ୍ଗାଡି…

ଡୋସ୍କା ଗଣ୍ଡ,ମୃତ୍ୟୁର ରହସ୍ୟ ଉନ୍ମୋଚନ : ପର୍ଦାଫାସ କଲେ କୁନ୍ଦେଇ ପୋଲିସ

ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ତୁରୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ତୁରୁଡ଼ିହି ଆଦିବାସୀ ଗ୍ରାମର ରଞ୍ଜନ ଗଣ୍ଡ (୧୯ବର୍ଷ )ପିତା ବସନ୍ତ ଗଣ୍ଡଙ୍କ ମୃତ ଶରୀର ଗତ ୩ ତାରିଖ ଦିନ ଅତି ବିଭତ୍ସ ଅବସ୍ଥାରେ ନୀଳଗିରି ପାଦ ଚଲା ରାସ୍ତାର ପାର୍ଶରେ ପଡ଼ି ଥିଲା । ୪ ତାରିଖରେ…

ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ : ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ୬୫ ବର୍ଷର ଜଣେ ବୃଦ୍ଧ ଘରେ ଏକାକୀ ପାଇ ବଳପୂର୍ବକ ଦୁର୍ଷ୍କମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା। ଦୁର୍ଷ୍କମ ପରେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ।‌ ଘଟଣା ନେଇ ପୀଡିତା ମହିଳା…

ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟନ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶ୍ରୀ ବିଭୀଷଣ ତନ୍ତୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇଁ ବାର୍ଷିକ କ୍ରୀଡ଼ା କାଯ୍ୟକ୍ରମ କରାଯାଇଛି ! ଏହା ଦୁଇଦିନ ଧରି ଚାଲିବ ! ଏହି…

ମୋଦୀଙ୍କୁ ଧନ୍ୟବାଦ ଦେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଫଟୋ ସେୟାର କରି ସେ ପିଏମ ମୋଦୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ବାବା…

ପ୍ରବାସୀ ଭାରତୀୟ ଦିବସ ପାଇଁ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର: ତିନି ଦିନିଆ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ପ୍ରତ୍ୟେକ ଦିନ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ରାଜ୍ୟ ସଂଗ୍ରହାଳୟ ସାଧାରଣତଃ ପ୍ରତିଦିନ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ…

ମୋତେ ଆଉଥରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାର କରାଯାଇଛି : ଅତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଦାବି କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଆବଣ୍ଟିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଆବଣ୍ଟନକୁ ବାତିଲ କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀର ସେ କହିଛନ୍ତି ଯେ “ଆମ ଘର ଛଡ଼ାଇ ନିଆଯାଉଛି। ନିର୍ବାଚନ ଘୋଷଣାର…