ଜାତୀୟ ସବ୍ ଜୁନିୟର ନେଟ୍ ବଲ ପ୍ରତିଯୋଗିତାରେ ଗଞ୍ଜାମର ଛାତ୍ରଛାତ୍ରୀ…
ବ୍ରହ୍ମପୁର: ଡ଼ିସେମ୍ବର ୨୮ ତାରିଖରୁ ତାମିଲନାଡୁର ରାଜଧାନୀ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସବ୍ ଜୁନିୟର ନେଟ୍ ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ସବ୍ ଜୁନିୟର ନେଟ୍ ବଲ ଦଳ ଘୋଷିତ ହୋଇଛି। ଏହି ଦଳରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ବ୍ରହ୍ମପୁରର ଛାତ୍ର ରାଧେଶ୍ୟାମ ପାତ୍ର,!-->…