ଚୋରି ହେଲା ବଦିନଗୁଡା ବିଏସଏନ୍ଏଲ ଟାୱାରର ବ୍ୟାଟେରୀ, ନେଟୱାର୍କ ସେବା ବାଧାପ୍ରାପ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ଅନ୍ତର୍ଗତ ବଦିନଗୁଡା ଗ୍ରାମ ରାସ୍ତାରେ ଲାଗିଥିବା ବିଏସଏନ୍ଏଲ ଟାୱାର ର ବ୍ୟାଟେରୀ ଚୋରି ହୋଇଥିବା ଜଣାପଡିଛି। ସୁଚନା ମୁତାବକ ଏମଭି ୫୮ ଗ୍ରାମ ଠାରୁ ଉଣ୍ଡୁରୁକୋଣ୍ଡା ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତା ସମେତ ବଦିନଗୁଡା,!-->!-->!-->…