ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା, ପରକୀୟା ପ୍ରୀତି ଯୋଗୁଁ ଏପରି କାଣ୍ଡ ଘଟାଇଛନ୍ତି ସ୍ଵାମୀ

ରାଉରକେଲା: ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପଶ୍ଚିମାଞ୍ଚଳ ଡିଆଇଜି । ସେପଟେ ମହିଳାଙ୍କ ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ଗିରଫ । ମହିଳାଙ୍କ ନଣନ୍ଦେଇ ଜଣେ ପୋଲିସ ଏଏସଆଇ । ତେବେ ଅଭିଯୁକ୍ତ ସ୍ବାମୀ ଗୁଳି କରିଥିବା ନେଇ ସୂଚନା ଦେଇଛି…

ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଫୁଲବାଣୀ : ଖଜୁରୀପଡା ବ୍ଲକ ଅନ୍ତର୍ଗତ ବାରିକୁମ୍ପା ଗ୍ରାମରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଗରିବ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି | ଭାରତୀୟ ରେଡ କ୍ରସ ସଂସ୍ଥା ପ୍ରଦତ୍ତ କମ୍ବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଦିଆଯାଇଛି | ଜିଲାରେ ବର୍ତମାନ ପ୍ରବଳ ଶୀତ…

ମ୍ୟାଲେରିଆ ନିରାକରଣ ପାଇଁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ବାଲିଗୁଡା : କୋଟଗଡ ବିଜୁ କଲ୍ୟାଣ ମଣ୍ଡପରେ ମ୍ୟାଲେରିଆ ନିରାକରଣ ପାଇଁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଅଥିତି ମାନଙ୍କ ଉଦ୍ଘାଟନ କରାଯାଇଥିଲା | ଏଥିରେ ଜିଲ୍ଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର…

ରାସ୍ତା କଡ଼ରେ ପାନୀୟ ଜଳ ନାଁ ରେ ଜହର ବିକ୍ରି : ଅସଲି ଟଙ୍କାରେ ନକଲି ପାଣି…!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ନକଲି ପାନୀୟ ଜଳ ଅବାଧ ରେ ବିକ୍ରି ହେଉଛି। ଆଜି କାଲି ପାନୀୟ ଜଳ ଯୋଗୁଁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଛନ୍ତି ଲୋକେ। ଅଧିକାଂଶ ଦୋକାନୀ ଏବେ ଆର-ଅ ନାଁ ସୁଦ୍ଧ ପାନୀୟ ଜଳ ବଡ଼ ବଡ଼ ଜାରରେ ବିକ୍ରି କରୁଛନ୍ତି। ଶୁଦ୍ଧତା ନାଁ ରେ ଏହି ଜଳକୁ…

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ରେଳପଥ ନିର୍ମାଣରେ ବିକାଶ ହେବ ଜିଲ୍ଲାର ଶିଳ୍ପ…

ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଠା ହେବ ଚାରି ହଜାର କୋଟି ଟଙ୍କା ମୂଲ୍ୟର ସିମେଣ୍ଟ କାରଖାନା :ନିଯୁକ୍ତି ପାଇବେ ପ୍ରାୟ ୨୦୦୦ ଶିକ୍ଷିତ ଯୁବକଯୁବତୀ ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିଭିନ୍ନ ବିଭାଗରେ…

ବସ ସହ ବାଇକ ମୁହାଁମୁହିଁ ଧକ୍କା ବାଇକ ଚାଳକ ମୃତ

ଫୁଲବାଣୀ : ଯାତ୍ରୀବାହୀ ବସ ସହ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ। ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ବିଶିପଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ସାରଙ୍ଗଡ ଅଞ୍ଚଳର ଗୌରଚନ୍ଦ୍ର ନାୟକ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଗୌରଚନ୍ଦ୍ର ନାୟକ ଶୁକ୍ରବାର…

କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷକୁ ସମୂଳେ ଧ୍ବଂସ କରିବା ପାଇଁ ଲକ୍ଷ୍ୟ ରଖିଛି ପୋଲିସ ଓ ଅବକାରୀ ବିଭାଗ…

ଫୁଲବାଣୀ : କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗ ଅଧିକ୍ଷକଙ୍କ ମିଳିତ ସହଯୋଗ କ୍ରମେ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅପରେସନ୍‌ ନୀଳ ଜହର ଜାରି ରଖିଛି । ଏହି ଅପରେସନ୍‌ରେ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ଗ୍ରାମ ପଞ୍ଚାୟତର ଡୁଙ୍ଗେରୀ ସୁକୁଙ୍ଗିଆ…

ନାଲିପାଣି କଲା ବାୟା : ରେଡ୍ ପାଇଁ ଯାଇଥିଲେ ମଦ ଦେଖି ଆସର ଜମାଇଲେ ଅବକାରୀ ବିଭାଗ ଅଧିକାରୀ…!

ମାଲକାନଗିରି : ମାଲକାନଗିରି ଜିଲ୍ଲା mv 3 ନମ୍ବର ସ୍ଥିତ ବିଦେଶୀ ମଦବାର କୁ ଅବକାରୀ ବିଭାଗ ର କିଛି ଅଧିକାରୀ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଅବକାରୀ ବିଭାଗ ର ଜଣେ SI , ଜଣେ ASI ସହ ସାଥିରେ ଥିଲେ ମହିଳା କନେଷ୍ଟବଳ ଙ୍କ ସହ ଦୁଇ ତିନି ଜଣ ପୁରୁଷ କନେଷ୍ଟବଳ । କାଉଣ୍ଟର…

ନୟାଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ବାଲ୍ୟ ବିବାହ…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବେଧଡକ ଚାଲିଛି ବାଲ୍ୟ ବିବାହ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏକ ଏନଜିଓ ସଂସ୍ଥାକୁ ନାବାଳିକା ବିବାହ ରୋକିବା ପାଇଁ ଦାୟିତ୍ବ ଦେଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିନାହିଁ।ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି…