ଦାରିଙ୍ଗବାଡି ଥାନା : ଅଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ଘଟଣାରେ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ପୋଲିସ ଜଣେ ହୋମଗାର୍ଡଙ୍କ ସହ ୫ଜଣଙ୍କୁ ଗିରଫ…

ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଦିନିକିଆ କର୍ମଶାଳା

ଫୁଲବାଣୀ : ଦୀର୍ଘସ୍ଥାୟୀ ବିକାଶ ଲକ୍ଷର ସ୍ଥାନୀୟକରଣ ପରେ ସରକାରୀ ଓ ବେସରକାରୀସ୍ତରରେ ୦୯ ଗୋଟି ବିଷୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ବିଷୟ “ସୁସ୍ଥ ପଂଚାୟତ ଗଠନରେ ଗ୍ରାମ ପଂଚାୟତ ବିକାଶ ଯୋଜନାର ସୁଦୃଢିକରଣ” ଶିର୍ଷକ ଏକ ଦିନିକିଆ କର୍ମଶାଳା ଫିରିଙ୍ଗିଆ ଗୋଷ୍ଠି…

କୃଷକ ପ୍ରଚାରରଥର ଶୁଭାରମ୍ଭ

ବ୍ରହ୍ମପୁର : ଚଳିତ ବର୍ଷ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶୁକ୍ରବାର ଏନେଇ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି।ଉପଜିଲ୍ଲାପାଳ ଅନିଲ…

ନୟାଗଡ଼ ସହରରେ ଅନେକ ସିସି କ୍ୟାମେରା ଅଚଳ

ନୟାଗଡ଼ : ନୟାଗଡ଼ ମୁଖ୍ୟ ସହରରେ ଲାଗିଥିବା ସିସି କ୍ୟାମେରା ଗୁଡ଼ିକ ଧୀରେ ଧୀରେ ଅଚଳ ଅବସ୍ଥାରେ ଅଛି। କେଉଁଠି ଚିତ୍ର ଆଦୌ ଦେଖାଯାଉନାହିଁ ତ ଆଉ କେଉଁଠାରେ ଚିତ୍ର ଅସ୍ପଷ୍ଟ ଦେଖାଯାଉଛି । ସିସି କ୍ୟାମେରା ମରାମତି କରୁଥିବା ସଂସ୍ଥା ର ଚୁକ୍ତି ମିଆଦ ଶେଷ ହୋଇସାରିଥିବ ବେଳେ ନୂତନ ସଂସ୍ଥା…

ଡିସେମ୍ବର ୨୪ରେ କଳାକାର ପ୍ରତିବାଦ ଶୋଭାଯାତ୍ରା

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ" ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ ପରିସରରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ – ୨୦୨୪ – ୨୫ ପାଳିତ

ଛତ୍ରପୁର : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବ କେନ୍ଦ୍ର ବ୍ରହ୍ମପୁରଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସଭାପତିତ୍ବରେ…

ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି। …

ମାଆ ଲକ୍ଷ୍ମୀଙ୍କ କ୍ଷୁଣ୍ଣ ମୂର୍ତ୍ତି ବଦଳରେ ସ୍ବର୍ଣ୍ଣ ମୂର୍ତ୍ତି ପୂଜା ସ୍ଥଳରେ ରଖିବାକୁ ଦାବି କଲେ ସେବାୟତ

କୋଟି କୋଟି ଓଡ଼ିଆ ଲୋକଙ୍କ ମଉଡ଼ମଣି ଶ୍ରୀ ଜଗନ୍ନାଥଙ୍କ ଘରଣୀ ମା’ ମହାଲକ୍ଷ୍ମୀ ଏବେ ଶ୍ରୀମନ୍ଦିର ଭିତରେ କ୍ଷୁଣ୍ଣ ଅବସ୍ଥାରେ ପୂଜା ପାଉଛନ୍ତି । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାର ସତ୍ୟତାକୁ ଆହୁରି ଦୃଢ କରିଛି ଖୋଦ ସେବାୟତଙ୍କ ପ୍ରତିକ୍ରିୟା । ସେପଟେ ଭିତର ରତ୍ନଭଣ୍ଡାରରେ ମା…

ପାକିସ୍ତାନ ସହ ସମ୍ପର୍କ ସ୍ଥାପନ ପାଇଁ ଜୟଶଙ୍କର ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଭାରତ ଅନ୍ୟ ପଡୋଶୀ ଦେଶ ପରି ପାକିସ୍ତାନ ସହ ଭଲ ସମ୍ପର୍କ ଚାହୁଁଛି, କିନ୍ତୁ ଆମେ ଆତଙ୍କବାଦମୁକ୍ତ ପଡ଼ୋଶୀ ଚାହୁଁ। ପାକିସ୍ତାନ ଏବଂ ଭାରତ ମଧ୍ୟରେ ତିକ୍ତ ସମ୍ପର୍କକୁ ସୁଦୃଢ କରିବା ପାଇଁ ସରକାର ନେଇଥିବା…

ଖଣ୍ଡପଡାରେ ହେବ ପଠାଣି ସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ବର: ଭୁବନେଶ୍ବର ଭଳି ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପ୍ଲାନେଟାରିୟମ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ଏହି…