ବାଲିମେଳା ବନ ବିଭାଗ ପକ୍ଷରୁ ଶିଶୁକାଠ ଜବତ ଘଟଣା : ଅଟକ ଥିବା ୩ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କଲା ବନ ବିଭାଗ
ମାଲକାନଗିରି : ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀକାରଣ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ବନ୍ୟପ୍ରାଣୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଏବଂ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବନ ବିଭାଗ ଓ ଜନ ସାଧାରଣଙ୍କ ଗୁରୁ ଦାଇତ୍ୱ। ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସର୍ବଦା ଉଦ୍ୟମ!-->…