ଗଞ୍ଜାମରେ ‘ସମ୍ପୂର୍ଣ୍ଣ ଶ୍ରୀ ମିଶନ’ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ଛତ୍ରପୁର : ‘ସମ୍ପୂର୍ଣ୍ଣ ଶ୍ରୀ ମିଶନ’ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ କର୍ମଶାଳା ଆଜି ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଳ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଓଡିଶା ଜୀବିକା ମିଶନ ପକ୍ଷରୁ!-->!-->!-->…