ଉତ୍କଳ ସମ୍ମିଳନୀ କଟକ ପକ୍ଷରୁ ଭାଷା ଆନ୍ଦୋଳନ ଓଡିଶାର ଅଶୋକ ପରିଡା ସମ୍ବର୍ଦ୍ଧିତ
ଫୁଲବାଣୀ : ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ସମ୍ମାନାର୍ଥେ ବାଲିଯାତ୍ରା ଅବସରରେ କଟକ ଠାରେ ମଧୁମଞ୍ଚରେ ଆମେ ଓଡ଼ିଆ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଓଡ଼ିଆ ଭାଷା ଆନ୍ଦୋଳନ , କନ୍ଧମାଳ ଶାଖାର ସଂଯୋଜକ ସାମାଜିକକର୍ମୀ ଅଶୋକ ପରିଡାଙ୍କୁ ମଞ୍ଚରେ ଅତିଥି!-->…