ସ୍କୁଲ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚୌଦ୍ୱାର : ସ୍କୁଲ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ । ଚୌଦ୍ୱାର ଓଟିଏମ୍ ହାଇସ୍କୁଲର ଜଗୁଆଳି ଭାବେ କାମ କରୁଥିବା ଜ୍ଞାନ ରଞ୍ଜନ ବେଉରିଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲ ରାତିରେ ଏକା ଏକ ଘରେ ଶୋଇଥିଲେ । ଆଜି ସକାଳୁ…

ଗ୍ରୋସରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା: ସୁରୁଚି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ। ରାଉରକେଲା ସିଭିଲଟାଉନସିପ୍ ସୁରୁଚି ବଜାରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।…

ଧୂଆଁମୟ ଦିଲ୍ଲୀ; ଅନଲାଇନରେ ଚାଲିବ ପାଠ ପଢା

ଚରମରେ ପହଞ୍ଚିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ। ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଅଲନାଇଲନରେ କ୍ଲାସ୍ କରାଇବାକୁ ନିଷ୍ପତ୍ତି ନେଇଛନ୍ତି…

ଆ – କା – ମା – ବୈ: ଶେଷ ହେଲା ଧର୍ମ ମାସ କାର୍ତ୍ତିକ

ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗର, କୁଆଖାଇରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ…

ଟିପିଏସ୍ଓଡିଏଲ୍ ପକ୍ଷରୁ କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ…

ସବୁଜ ଶକ୍ତିର ପ୍ରୋତ୍ସାହନ ପାଇଁ ସମସ୍ତ ଅଫିସରେ ସୋଲାର ପ୍ୟାନେଲ ସ୍ଥାପନ ନେଇ ଯୋଜନା ରହିଛି ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପରିବେଶ ଅନୁକୂଳ ଜୀବନ ଶୈଳୀ ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ…

ଜିଲ୍ଲା ହୋମଗାର୍ଡ ସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ କନ୍ଧମାଳ ସାଂସଦଙ୍କୁ ଦାବିପତ୍ର…

ଫୁଲବାଣୀ : ଜିଲ୍ଲା ହୋମଗାର୍ଡ ସଂଘ ଆଇନ୍ ପରାମର୍ଶ ଆଇନ୍ ଜୀବି ତଥା ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି , ବରିଷ୍ଠ ଆଇନଜୀବି ଅଜିତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନରେ ଆଜି କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ତରଫରୁ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର…

ରାଜ୍ୟସ୍ତରିୟ ଶିଶୁ ମହୋତ୍ସବ ୨୦୨୪ରେ ମହକିଲେ ମାଲକାନଗିରି ଛାତ୍ରଛାତ୍ରୀ…

ମାଲକାନଗିରି : ରାଜ୍ୟସ୍ତରିୟ ଶିଶୁ ମହୋତ୍ସବ ୨୦୨୪ରେ ମାଲକାନଗିରି ଜିଲ୍ଲାରୁ ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ କୁନି କୁନି ଛତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ୨ୟ ସ୍ଥାନ ଅଧିକାର କରିଛନ୍ତି । ଏବାବଦରେ ଆୟୋଜକ ଓ ରାଜ୍ୟ ଅଧିକାରୀଙ୍କ ଠାରୁ…

ଜନ ଜାତି ଗୌରବ ଦିବସ କାର୍ଯ୍ୟକ୍ରମ…

ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମ ବି ଇ ଡି କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇ ଅ ଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବି ଇ ଡି କଲେଜ ର ଅଧକ୍ଷ…

ଆସିକା ଜନସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖରାପ……!

ସହର ସାରା ଗୋଳିଆ ପାନୀୟ ଜଳ ଯୋଗାଣ ଲୋକେ ହନ୍ତସନ୍ତ……ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷି କୂଲ୍ୟା ଓ ବଡ଼ନଦୀ ପ୍ରବାହିତ ହେଉଛି। କୁନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ଛ ମାସରୁ ଉର୍ଦ୍ଧ ହେଲା ଆସିକା ରେ ପାନୀୟ ଜଳ ସମସ୍ୟା ଦୂର କରିବାରେ ଜନସ୍ୱାସ୍ଥ୍ୟ ବିଭାଗ…

ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ

ଫୁଲବାଣୀ : ଧରିତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଫୁଲବାଣୀ ଏ ଯେ ଓ ହାଇସ୍କୁଲ ପଡିଆ ଠାରେ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୬୬୦୦ କୋଟି ଟଙ୍କା ଯୋଜନାର…