ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ କ୍ଷୁଦ୍ରଦାନା ଶଶ୍ୟ
ଫୁଲବାଣୀ: ଜିଲ୍ଲା ପ୍ରଶାସନ କନ୍ଧମାଳଙ୍କ ଦ୍ୱାରା ଟିକାବାଲି ଠାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ କ୍ଷୁଦ୍ରଦାନା ଶସ୍ୟ କୁହାଯାଉଥିବା ମାଣ୍ଡିଆ, କୁଏରୀ, କାଙ୍ଗୁ, ସୁଆଁ ଭଳି ପାରମ୍ପରିକ ଶଶ୍ୟ ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆଦୃତ ହୋଇଥିଲା । ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଟିକାବାଲି!-->…