ଓଡ଼ଗାଁ ଏନଏସି ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସଫେଇ ଉପକରଣ ବଣ୍ଟନ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଫାର୍ମାସିଷ୍ଟଙ୍କ ଦ୍ଵାରା ୬୦ ଜଣ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆବଶ୍ୟକ ଅନୁଯାୟୀ ରକ୍ତ ପରୀକ୍ଷା, ବ୍ଲଡ ପ୍ରେସର୍, ସୁଗାର ସହିତ!-->…