ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ
ଅହମ୍ମଦାବାଦ : ବିଜୟା ଦଶମୀରେ ଗୁଜରାଟରେ ଦୁଃଖଦ ଘଟଣା ଘଟିଛି। କାମ କରୁ ଥିବାବେଳେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି।ଆଜି ମେହସାନ ଜିଲ୍ଲାରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଅଧା ତିଆରି ହୋଇଥିବା!-->…