ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ

ଭୁବନେଶ୍ବର: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟାରେ ହେବାକୁ ଥିବା ବନ୍ଦ ଡାକରାକୁ ନେଇ ଏଥିରେ ଆଲୋଚନା ହୋଇଥିଲା। ଆଜି…

ବାଇକକୁ ଧକ୍କା ଦେଲା ସ୍କରପିଓ ଦୁଇମାସ ପରେ ଅଭିଯୋଗ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତା୦୨/୦୮/୨୪ ରିଖ ଦିନ ଗୋଟିଏ ସ୍କାରପିଓ ବାଇକକୁ ଧକ୍କା ଦେଇଥିଲା | ଦୁଇ ମାସ ପରେ ଆଜି ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି | ଏମ ଡି ନଜିର ୫୮ ବର୍ଷ ଯାହାଙ୍କ ଗାଡ଼ି ନମ୍ବର ଓଡ଼ି ୧୪ ଏବି ୩୩୨୧ ରେ ନିଜ ଘର…

ନିସର୍ତ୍ତ କଥା ସତ ହେଲା : ନଳବଣ୍ଟାରୁ ଦଶଲକ୍ଷରୁ ଉର୍ଦ୍ଧ ବାଣ ଜବତ, ତିନି ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବାକାଶୀ ରୂପେ ପରିଚିତ ଆସିକା ଥାନା ଇଲାକାର ନଳବଣ୍ଟା ଗ୍ରାମ। ଏଠାରେ ଦୀପାବଳୀ ପାଇଁ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ନେଇ ନିସର୍ତ୍ତ ରେ ଗତ ୨୪ ତାରିଖ ରେ ଖବର ପ୍ରକାଶ ହୋଇଥିଲା। ଆଜି ଆସିକା ପୋଲିସ ପକ୍ଷରୁ ନଳବଣ୍ଟା ଗ୍ରାମରେ ଚଢ଼ାଉ ହୋଇଥିଲା।…

ଗୋଷ୍ଠୀ ସଶକ୍ତିକରଣ ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏନଜିଓ ମିଟ୍ ଆୟୋଜିତ

ଟାଟା ସ୍ବେଚ୍ଛାସେବୀ ସପ୍ତାହ ଅଧିନରେ ସମନ୍ୱିତ ପ୍ରୟାସ : ଶିକ୍ଷା ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବବ୍ରହ୍ମପୁର : କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସଆର୍) ଏବଂ ଗୋଷ୍ଠୀ ସଶକ୍ତୀକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା…

ମାଥିଲି ବନାଞ୍ଚଳରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ମାଥିଲି ୦୭/୧୦ : ଆଜି ମାଥିଲି ବନାଞ୍ଚଳ, ଗୋବିନ୍ଦପାଲି କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟ ପ୍ରାଣୀ ସପ୍ତାହ ତଥା ସଚେତନତା ସଭା ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଟି ଶ୍ରୀ ବାସୁଦେବ ନାୟକ ବନାଞ୍ଚଳ ଅଧିକାରୀ ମାଥିଲି ଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…

ପୂର୍ବ ଶତୃତାକୁ କେନ୍ଦ୍ରକରି ଗାଁ ସଭାପତିଙ୍କ ଗଳା କାଟି ହତ୍ୟା, ୨ ଗିରଫ

ହତ୍ୟାରେ ବ୍ୟବହୃତ ଛୁରୀ ସମେତ ୨ ବାଇକ୍ ଜବତ ହିଞ୍ଜିଳିକାଟୁ : ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ୨ ଜଣ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ ସଭାପତିଙ୍କୁ ଛୁରୀରେ ଗଳାକାଟି ହତ୍ୟା…

ଭାଜପାରେ ଯୋଗଦେବାକୁ କେନ୍ଦ୍ରକରି ମାଡ ଅଭିଯୋଗ, ଥାନାରେ ମାମଲା

ହିଞ୍ଜିଳିକାଟୁ : ରାଜ୍ୟରେ ଶାସନାଧିନ ବିଜେପିରେ ଯୋଗଦେବାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ଜଗତ ମୋହନ ସାହୁ ଆସିକାରୁ କାର୍ଯ୍ୟ ସାରି ମୋଟର ସାଇକେଲ ଯୋଗେ ଗ୍ରାମକୁ ଫେରୁଥିଲେ ।…

ଐକ୍ୟବୋଧ ହିଁ ସମାଜ ପ୍ରଗତିର ମୂଳାଧାର : ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ

ବେଲଗୁଣ୍ଠା : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ବେଲଗୁଣ୍ଠା ବ୍ଳକ୍ ଶାଖାର ତ୍ରୁତୀୟ ବାର୍ଷିକୋତ୍ସବ ସ୍ଥାନୀୟ ବଣିକ ଭବନ ପରିସରରେ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଏକ ବର୍ଣାଢ୍ୟ ଶୋଭାଯାତ୍ରା…

ଫୁଲବାଣୀ ସହରରେ ସୃଷ୍ଟି ହେଉଛି ଅଶାନ୍ତ ପରିବେଶ:ବଢୁଚି ଅସାମାଜିକ କାର୍ଯ୍ୟକଳାପ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ କିଛି ଦିନ ହେବ ରାତିରେ ବଢୁଚି ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯାହା ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି I ତେବେ ଏଥିପାଇଁ ନାଇଟ ପେଟ୍ରୋଲିଂ ବାରମ୍ବାର ହେବା ଆବଶ୍ୟକ ପଡୁଛି ବିଶେଷ କରି ଗଳି ରାସ୍ତା ଗୁଡିକର ଯଥା ପିଅନପଡା…

ଗଞ୍ଜାମ ଜିଲ୍ଲା ରେ ରାଜନୈତିକ ହିଂସା,ଗଡିଲା ମୁଣ୍ଡ କଂଗ୍ରେସ ନେତା ରାଜୁ ରେଡିଙ୍କୁ ହତ୍ୟା…

ହିଞ୍ଜିଳିକାଟୁ, ତା ୭ /୧୦: ରବିବାର ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ରାଜେନ୍ଦ୍ର ରେଡି (୫o) । ଗଞ୍ଜାମ ଜିଲ୍ଲା ହିଞ୍ଜିଳି…