ଟ୍ରକ ଧକ୍କାରେ ରୁଟି ବ୍ୟବସାୟୀ ଗୁରୁତର: ବ୍ରହ୍ମପୁର ମେଡିକାଲ ଭର୍ତ୍ତି
ଛତ୍ରପୁର : ଟ୍ରକ ଧକ୍କା ରେ ଜଣେ ରୁଟି ବ୍ୟବସାୟୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଭର୍ତ୍ତି ଚିକିତ୍ସା ହେଉଛନ୍ତି | ରବିବାର ସକାଳ ୪ ଟା ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ହୁମର ପଦରମାଳ ସ୍ଥିତ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ସାମ୍ନା ଜାତୀୟ ରାଜପଥରେ ସାଇକେଲ ଯୋଗେ ଯାଉଥିବା ଜଣେ!-->…