୧୦୦ ଏକର ଜଙ୍ଗଲ ଜମି ବେଆଇନ ଭାବେ ହଡ଼ପ : ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ…
ଏକାଧିକ ଗଛକାଟିବା କୁନେଇ ବନବିଭାଗର ନୀରବତା କୁ ନେଇ ପ୍ରଶ୍ନ ?
ମାଲକାନଗିରି /କଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଅଂଚଳରେ ଜଙ୍ଗଲ ଜମି ଜବରଦଖଲ କରି ସଂରକ୍ଷିତ ଜଙ୍ଗଲକୁ ବେଆଇନ ଭାବେ ନିର୍ମାଣକାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଅଛି l ମାଲକାନଗିରି ଜିଲ୍ଲାର ମୋଟୁ!-->!-->!-->…