ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଲୁଟେରା ସକ୍ରିୟ ଦୋକାନ ଭେଣ୍ଟିଲିଟର ଭାଙ୍ଗି ଚୋରୀ: ୪୦ ହଜାର ଟଙ୍କା ସମେତ ଖାଦ୍ୟ…
ହିଞ୍ଜିଳିକାଟୁ, ୨୬/୯: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ପାର୍ବଣ ଋତୁ ଆରମ୍ଭରୁ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ବୁଧବାର ବିଳମ୍ୱିତ ରାତିରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ତାରାତାରିଣୀ ମୁଖ୍ୟ ରାସ୍ତା କେନ୍ଦ୍ରୀୟ ବିଦ୍ୟାଳୟ!-->!-->!-->…