ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇ ଟାଇଫଏଡ ଜ୍ୱର ବାଣ୍ଟୁଛି…..!
ବ୍ରହ୍ମପୁର: ଆସିକା ସହର ସମେତ ଏହାର ଆଖ ପାଖ ଅଞ୍ଚଳ ରେ ଘରେ ଘରେ ଟାଇଫଏଡ ଜ୍ୱରରେ ଶତାଧିକ ଲୋକେ ଆକାନ୍ତ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହର କୁ ଯୋଗାଣ ହେଉଥିବା ଜଳ ଗୋଳିଆ ଓ ଆବର୍ଜନା ଆସୁଥିବା ରୀତିମତ ଅଭିଯୋଗ ହେଉଛି। ଦୀର୍ଘ ଦିନ ହେଲା ସୁବର୍ଣ୍ଣପେଟା, ବଜାରସାହି, ନିରଞ୍ଜନ!-->…