ଆସିକା ବିଧାୟକ ଙ୍କ ବଢିଲା ଅଡୁଆ :ତଦନ୍ତ ଦାୟିତ୍ୱ ଏବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ…
ବାଲୁଘାଟ ଗୁତା ଧାରିଙ୍କୁ ବଟି ମାଗିବା ଏବେ ରୋଚକ ମୋଡ଼ ରେ..
ଭୁବନେଶ୍ୱର:୧୨-୯ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ର ତଦନ୍ତ ଭାର ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କ ହାତକୁ ଆସିଛି। ଗତ କିଛି ଦିନ ପୂର୍ବେ ଆସିକା ବିଧାୟକ ଦୁଇ ଜଣ ବାଲି ବ୍ୟବସାୟୀ ମାନଙ୍କୁ!-->!-->!-->!-->!-->…