ଗଞ୍ଜାମ ଜିଲ୍ଲାରେ ଆଜିଠୁ ବୁଲିଲା ସୁଭଦ୍ରା ଯୋଜନା ସଚେତନତା ରଥ : ଉଦଘାଟନ କଲେ ମନ୍ତ୍ରୀ…
ଛତ୍ରପୁର, ୭ / ୯ ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ପରିଲକ୍ଷିତ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ!-->!-->!-->…