କନ୍ଧମାଳ ବିଜେପିର ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ ଶୁଭାରମ୍ଭ…
ଫୁଲବାଣୀ :କନ୍ଧମାଳ ଭାରତୀୟ ଜନତା ପାର୍ଟିର ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ସଦସ୍ୟତା ଅଭିଯାନ କର୍ମଶାଳା ଶୁଭାରମ୍ଭ ହୋଇଛି l ଏଥିରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ!-->!-->!-->…