ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ବିଭୀଷିକା ସୌଦାଗର ମାନେ ଏବେ ବି ସକ୍ରିୟ, ତଦନ୍ତ କୁ ନେଇ ସନ୍ଦେହ…!!
ମଦ ମାଫିଆ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ କେବେ…?
ଭୁବନେଶ୍ୱର: ୪-୯ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରେ ଏବେବି ଚୋରା ମଦ ପ୍ରସ୍ତୁତି ଚାଲିଛି। ଅବକାରୀ ଓ ପୋଲିସ ବିଭାଗ ଯେଉଁ ଅଞ୍ଚଳକୁ ଯାଉଛନ୍ତି। ସେ ଅଞ୍ଚଳ ରୁ ହଜାର ହଜାର ଲିଟର ପୋଚ!-->!-->!-->…