ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା

ନୟାଗଡ଼,୦୯/୦୭(ନିସର୍ତ୍ତ) : ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା । ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ପୂର୍ତ୍ତ ବିଭାଗ ପକ୍ଷରୁ କୋଟଗଡ ଗ୍ରାମ ଠାରୁ ରାଶୋଳ ଭାୟା ବଧୀପାଟଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରା ଯାଇଥିଲା। ଏହାର ଅଟକଳ ମୂଲ୍ୟ ୨ କୋଟି ୪୧ ଲକ୍ଷ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ କୁ ଗାଁ ବୁଲି ଲୋକ ସଚେତନତା କାର୍ଯ୍ୟକ୍ରମ କରାଇଲେ ବ୍ଲକ୍…

ନୟାଗଡ଼,୯/୭(ନିସର୍ତ୍ତ) : କେନ୍ଦ୍ର ସରକାରଙ୍କୁ ବାର ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ କୁ ଗାଁ ବୁଲି ଜନ ସଚେତନତା କରାଇଲେ ରଣପୁର ବ୍ଲକ ଚେୟାର ମ୍ୟାନ ନିର୍ମଳା ବେହେରା। ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଅଞ୍ଚଳରେ ଜନ…

ବିଡିଓ ଓ ବିଇଓଙ୍କ ହସ୍ତକ୍ଷେପ ପରେ ୨୧ ଦିନ ପରେ ଖୋଲିଲା ସ୍କୁଲ : ପୁଣି ଶ୍ରେଣୀଗୃହକୁ ଫେରିଲେ ଛାତ୍ରଛାତ୍ରୀ

ଉମରକୋଟ/ଝରିଗାଁ : ଦୀର୍ଘ ୨୧ ଦିନ ଧରି ଜନଆନ୍ଦୋଳନ ଯୋଗୁଁ ବନ୍ଦ ରହିଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶେଷରେ ଖୋଲିଛି। ଝରିଗାଁ ବିଡିଓ ମଧୁସୂଦନ ମାଝୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ…

ଉତ୍କଳମେଲର ବରିଷ୍ଠ ସାମ୍ବାଦିକ ଦେବାଶିଷ ଦାଶଙ୍କ ମାତୃ ବିୟୋଗ

ଉମରକୋଟ/ରାଇଘର : ଉତ୍କଳମେଲର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଉପସଭାପତି ଦେବାଶିଷ ଦାଶଙ୍କ ମାତୃଦେବୀ ଶୈଳବାଳା ଦାଶଙ୍କର ଗୁରୁବାର ସକାଳ ୭ଟା ୨୫ ମିନିଟ୍‌ରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ନିଜ ବାସଭବନରେ ପରଲୋକ ଘଟିଛି।…

ଖୋଲିଲା ହୀରାକୁଦର ୧୦ଟି ଗେଟ୍

ସମ୍ବଲପୁର : ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ପରେ ଖୋଲିଲାଆଉ ୬ଟି ଗେଟ୍। ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ…

ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରାରେ ଫୁଟିଲା ଗୁଳି । ଏକ ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର । ସୌଭାଗ୍ୟବଶତଃ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ…

ଚିଲିକାରେ ଫସିଲା ଲଞ୍ଚ: ୫୦ରୁ ଅଧିକ ଯାତ୍ରୀ ଉଦ୍ଧାର

ଚିଲିକା: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଲଞ୍ଚ । ବାଲୁଗାଁ ଠାରୁ କୃଷ୍ଣପ୍ରସାଦ ଗଡ଼ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଧ୍ୟରେ ଅଟକି ରହିଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲୁଗାଁରୁ କୃଷ୍ଣପ୍ରସାଦଗଡ ଜେଟି ଅଭିମୁଖେ ଯାଉଥିବା ଏହି…

୭ ଦିନ ହେଲା ସମୁଦ୍ରରେ ନିଖୋଜ ଟ୍ରଲର, ମିଳୁନି ୧୫ ମତ୍ସ୍ୟଜୀବୀଙ୍କ ପତ୍ତା

ଜଳେଶ୍ୱର : ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୂଦ୍ର ରେ ନିଖୋଜ ହେଲେ ୧୫ ଜଣ ମତ୍ସ୍ଯଜିବୀ । ଗତ ଜୁଲାଇ ୨ ତାରିଖରେ ଟ୍ରଲର ନେଇ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲେ ମତ୍ସ୍ଯଜିବୀ । ମାଆ କାଳୀ ନାମକ ଏକ ଟ୍ରଲର ସହିତ ୧୫ ଜଣ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା । ପଶ୍ଚିମବଙ୍ଗ…

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ପଦକ୍ଷେପ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦିଆଯାଇଛି ସର୍ବୋଚ୍ଚ ପ୍ରାଥମିକତା। ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନେଇଛି ବଡ଼ ପଦକ୍ଷେପ । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ…

ଆସୁଛି ଆଉ ଏକ ଲଘୁଚାପ: ୧୨ ଯାଏଁ ଭିଜିବ ସାରା ରାଜ୍ୟ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ। । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ…