ନିର୍ବାଚନ ପୂର୍ବରୁ ବଢ଼ିଲା ବିଜେପି ଅଡ଼ୁଆ, ଦଳୀୟ ଅଫିସ ବାହାରେ ନେତା ଓ କର୍ମୀଙ୍କ ବିକ୍ଷୋଭ

ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। ଜମ୍ମୁ-କଶ୍ମୀର ବିଜେପିରେ ଦେଖାଯାଇଛି ବିଦ୍ରୋହ। ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ।ଆଜି ଦଳ ପକ୍ଷରୁ ଜମ୍ମୁ-କଶ୍ମୀରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୧୬ ଜଣ…

ଦ୍ବାଦଶ ଶ୍ରେଣୀ ବୋର୍ଡ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ଶ୍ରେଣୀର ମାର୍କ

ନୂଆଦିଲ୍ଲୀ : ଏଣିକି ଦ୍ବାଦଶ ଶ୍ରେଣୀ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ପର୍ଯ୍ୟନ୍ତ ମାର୍କ। ଏନେଇ ଏକ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT)। ରିପୋର୍ଟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ମାର୍କ…

ଓମ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ…

ହିଞ୍ଜିଳିକାଟୁ ୨୬!୮ ହିଞ୍ଜିଳିକାଟୁ ବ୍ଲକ ଅଧିନସ୍ଥ ସୋମପୁର ନିକଟରେ ଥିବା ଓମ୍ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି । ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଓ ରାଧା ବେଶ ରେ ପରିବେଷ୍ଟିତ ହୋଇ ଜନ୍ମାଷ୍ଟମୀ ର ସୌନ୍ଦର୍ଯ୍ୟ କୁ ଆକର୍ଷଣୀୟ…

ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ…

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ବିଦ୍ୟାଳୟ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ,…

ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ…

ଫୁଲବାଣୀ :ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ…

ଅବକାରୀ ବିଭାଗର ଚଢାଉ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲି ପୋଚ ନଷ୍ଟ…

ଫୁଲବାଣୀ : ଅବକାରୀ ଅଧୀକ୍ଷକ ଝସ କେତନ ବରିହାଙ୍କ ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ଖଜୁରୀପଡାବ୍ଲକ ଗୁଡାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଅବକାରୀ ବିଭାଗର ମିଳିତ ଭାବରେ ଚଢ଼ାଉ କରି ଜଙ୍ଗଲ ମଧ୍ୟରେ ବେଆଇଆନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ…

ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ମେଳା

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସହ ଶ୍ରୀକୃଷ୍ଣ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଅଞ୍ଚଳର ସୁନାମଧନ୍ୟ ବକ୍ତା ତଥା ଭାଗବତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡା ଯୋଗଦେଇ…

ବ୍ରହ୍ମାକୁମାରୀ ଈଶ୍ୱରୀୟ ସଂସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ…

ଛତ୍ରପୁର, ତା. ୨୬ / ୮ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି ।କୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ରୁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ…

ସରସ୍ଵତୀ ଶିଶୁ ମନ୍ଦିରପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପାଳିତ…

ମାଲକାନଗିରି, ତାରିଖ.୨୬.୮.୨୪ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମିରେ ସାରାଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ । ମାଲକାନଗିରି ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ପାରମ୍ପରିକ ରୀତିରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ଓ ବାଲ ବର୍ଗର…

ଭାଇରଲ ଅଡିଓ ଘଟଣା ର ନୁଆଁ ମୋଡ଼ : ଗଞ୍ଜାମ ବାଲି ସମ୍ରାଟଙ୍କ ସ୍ୱର ବଦଳିବା ପଛରେ ରହସ୍ୟ କଣ….?

ବିଜେଡ଼ି ଶାସନ ବେଳେ ସମ୍ରାଟ ଯାଇଥିଲେ ଜେଲ ଏବେ ଶାସକ ଦଳର ଭାଗୁଆଳି ବୋଲି ଚର୍ଚ୍ଚା…!! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ମଦ ଓ ବାଲି ମାଫିଆ ମାନେ ରାଜ କରି ଆସୁଛନ୍ତି। ଗତ ବିଜେଡ଼ି ସରକାର ସମୟରେ କୋଦଳା ପୋଲିସ ବାଲି ସମ୍ରାଟ ର କଳା କାରନାମାର ପର୍ଦାଫାଶ କରି…