ଭୁବନେଶ୍ବର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ

ଭୁବନେଶ୍ବର: ଭୁବନେଶ୍ବର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ…

ଭିଜିଲାନ୍ସ ଜାଲରେ ରେଞ୍ଜର, ୪ଟି ସ୍ଥାନରେ ଚଢ଼ାଉ

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ରେଞ୍ଜର । କେନ୍ଦ୍ରାପଡ଼ା ବନାଞ୍ଚଳର ବନପାଳ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ଦସ୍ତାବିଜ ଓ ଅନ୍ୟାନ୍ୟ…

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

କନ୍ଧମାଳ : ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା ର ଗୋଲାପି ଚିତ୍ର ଆଙ୍କୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର କେତେ ସୁଫଳ ପହଞ୍ଚିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ନୂତନ ସରକାରଙ୍କ ଦୁଇ ବର୍ଷ ପାଳନ କରୁଥିବା ବେଳେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସୁଧୁରିବାର ନା…

ଛାତ୍ର ଉପରେ ମାଡ଼ିଗଲା ବସ୍ , ଘଟଣାସ୍ଥଳରେ ଚାପା ଉତ୍ତେଜନା

ବରଗଡ଼: ଛାତ୍ର ଉପରେ ମାଡ଼ିଗଲା ବସ୍ । ବରଗଡ଼ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ ରଗବିନ । ରଗବିନ୍ ସ୍କୁଲ ଯାଉଥିବା ବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ପ୍ରଥମେ ସହର ସ୍ଥିତ ଚିକିତ୍ସାଳୟ ପରେ ଖେଦାପାଲି ସ୍ଥିତ…

ପୁଣି ଚର୍ଚ୍ଚାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : ବିଫଳତା ଓ ବିପର୍ଯ୍ୟୟ ପଛର ଗୁମର କଥା

ବ୍ରହ୍ମପୁର : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ବିକାଶ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟ ରେ ଗଠିତ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯକ୍ରମ ର ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ସୁପାରିଶ ଅନୁସାରେ ୨୦୧୫ ଜୁନ ମାସ ରେ ବ୍ରହ୍ମିପୁର ରେ ସ୍ଥାପନ ହୋଇ ଥିଲା ଖଲ୍ଲିକୋଟ…

ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ

ପଦ୍ମପୁର: ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ । ପଦ୍ମପୁର ଉପଖଣ୍ଡ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡରୁ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା । ସୂଚନାଅନୁଯାୟୀ, କନସିଂହା ଗାଁର ୯ ଜଣ ଯୁବକ ମଙ୍ଗଳବାର ବରିହାପାଲି ପଞ୍ଚାୟତ ଝାଞ୍ଜ ପାହାଡ…

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ପଞ୍ଚାୟତରେ ବେଆଇନ ବାଲି ଚାଲାଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତର ସରକାରୀ ଜମିରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାରମ୍ବାର ବିରୋଧ ଓ ସରପଞ୍ଚଙ୍କ ପକ୍ଷରୁ ଆପତ୍ତି ଜଣାଇଥିଲେ…

ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ରଘୁନାଥ ମନ୍ଦିର ସରକାରୀ ସୁବିଧା କେନ୍ଦ୍ର ଠାରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଅଛି। ଜୁନ ୨୩ ତାରିଖରୁ ଜୁଲାଇ ୬ ପାଳନ ପକ୍ଷର ଅନ୍ତିମ ସନ୍ଧ୍ୟାରେ ସୁଶାନ୍ତ କୁମାର ସାହୁ, ଅଚ୍ୟୁତ ପଣ୍ଡାଙ୍କ ଉଦ୍ୟମରେ…

ଭିଜିଲାନ୍ସ ଜାଲରେ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର, ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଜୟପୁର : କୋରାପୁଟ ଭିଜିଲାନ୍ସର ବଡ଼ ଆକ୍ସନ । ଧରାପଡିଲେ ଖଣି ଉପନିର୍ଦ୍ଦେଶକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କ ଘରେ ଚଢ଼ାଉ ବେଳେ ମିଳିଲା ଆଉ ୨ଲକ୍ଷ ୯୦ ହଜାର ଟଙ୍କା । ଖଣି ବ୍ୟବସାୟରେ ରୟାଲିଟି…

ବୃଦ୍ଧଙ୍କୁ ଘରୁ ଟାଣି ଆଣି ଦଳି ଦେଲା ଦନ୍ତା

ବଣାଇ : କେବଲାଙ୍ଗ ଥାନା ଜାମୁଡିହି ପଞ୍ଚାୟତ ଡିମ୍ବାଟୋଲା ଠାରେ ଆଜି ଭୋରରେ ଜଣେ ବୃଦ୍ଧ ଜୋଲ ଓରାମଙ୍କୁ ଘରୁ ଟାଣି ଆଣି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଗ୍ରାମ ରାସ୍ତା ରୋକ୍ କରିଛନ୍ତି । ଏହି ଅଘଟଣା…