ଗୋପରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଖୁବଶୀଘ୍ର ଲକ୍ଷ୍ମୀପୁରାଣ କରିଡର । ରାଜ୍ୟର ପର୍ଯ୍ୟଟନ ଓ ଆର୍ଥିକ ସ୍ଥିତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଭିଜନ । ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ଲକ୍ଷ୍ମୀପୁରାଣର ନୂଆ ସଂସରଣ । ସଶକ୍ତ ମହିଳାଙ୍କ ନିଚ୍ଛକ ଉଦାହରଣ ଓଡ଼ିଆ ଘରର ଲକ୍ଷ୍ମୀ ପୁରାଣ…

ଆମେରିକା ମୋଟେଲ ଅଗ୍ନିକାଣ୍ଡରେ ଜଳିଗଲେ ଗୁଜରାଟ ଦମ୍ପତି ଏବଂ ଝିଅ

ନୂଆଦିଲ୍ଲୀ: ଗୁଜରାଟ ଖେଡ଼ାର ଏକ ପରିବାରର ୩ ଜଣ ସଦସ୍ୟଙ୍କର ଆମେରିକାର ଓହିଓରେ ଏକ ମୋଟେଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଉଛନ୍ତି ହିତେଶଭାଇ ସୁଥାର ଏବଂ ତାଙ୍କ ପତ୍ନୀ ହୀନା‌ବେନ୍‌ ଏବଂ ସେମାନଙ୍କ ୨୦ ବର୍ଷର ଝିଅ ଇଶାନୀ। ସେମାନେ ଖେଡ଼ା ଜିଲ୍ଲାର ନଡ଼ିୟାଦ…

ଗ୍ରୀନ ମେମୋରୀ କ୍ୟାମ୍ପେନ୍ ହେବ ସବୁଜ ଭବିଷ୍ୟତର ଜନ ଆନ୍ଦୋଳନ : ବିଧାୟକ ଯୋଗେଶ ସିଂହ

୭୭ତମ ବନ ମହୋତ୍ସବରେ ଗମ୍ଭାରୀଡିହିରେ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପସୁନ୍ଦରଗଡ : ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ନୈତିକ କର୍ତ୍ତବ୍ୟ। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ଅନିୟମିତ ବର୍ଷା, ବୃଦ୍ଧି ପାଉଥିବା…

ସର୍ଟ ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ

ନୟାଗଡ଼, ୦୨/୦୭(ନିସର୍ତ୍ତ): ସର୍ଟ ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇ ଯାଇ ଥିବାର ସୂଚନା ମିଳିଛି। ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ରାଧାମୋହନପୁର ସାହିର ପଙ୍କଜ ନାୟକଙ୍କ ଘରେ ବୁଧବାର ଦିନ ବିଳମ୍ବିତ ରାତିରେ ସର୍ଟ…

ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ତଲାସି ଚଳାଇଛି ପୋଲିସ ଓ ବମ୍ ସ୍କ୍ୱାଡ ଟିମ୍

ବେଙ୍ଗାଲୁରୁ : ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ । ଇସ୍ରୋ…

ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅଗ୍ନିକାଣ୍ଡ, ଜିରୋ କାଜୁଆଲଟି ହେଉଛି ପ୍ରାଥମିକତା

ଏଥିପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ପ୍ରଶିକ୍ଷଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଅଞ୍ଚଳରେ ଧନ ଜୀବନକୁ ଉଦ୍ଧାର କରିପାରିବେ ସିଭିଲ ଡିଫେସନ ଭଲ୍ୟୁଣ୍ଟର ବ୍ରହ୍ମପୁର : ୧୯୬୮ ମସିହା ଯୁଦ୍ଧ ସମୟରେ ଲାଗୁ ହୋଇଥିଲା ସିଭିଲ ଡିଫେସନ…

ରାମ ମନ୍ଦିରରେ ନିଯୁକ୍ତି ପାଇଁ ୧୨୫ରୁ ଅଧିକ କର୍ମଚାରୀ ଦେଇଛନ୍ତି ଲାଞ୍ଚ

ଅଯୋଧ୍ୟା : ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି, ଯାହାର…

ମାଲକାନଗିରିରେ ଜନଗଣନା-୨୦୨୭ର ବୃହତ ପ୍ରଶିକ୍ଷଣ ଶିବିର ଆରମ୍ଭ

ମାଲକାନଗିରି, ୨/୭/୨୬: ମାଲକାନଗିରି ଜିଲ୍ଲା ପରିଷଦ ଅନ୍ତର୍ଗତ ଜିଲ୍ଲା ପଞ୍ଚାୟତ ସାଧନ ପ୍ରଶିକ୍ଷଣ ଗୃହଠାରେ ଜନଗଣନା-୨୦୨୭ ର ସଫଳ ରୂପାୟନ ପାଇଁ ଏକ ବୃହତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ…

ଖଣିରେ ପଥର ଖସି ୭ ଶ୍ରମିକ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ପଥର ଖଣିରେ ପଥର ଖସି ପଡ଼ିବା ଯୋଗୁ ଅନେକ ମୃତାହତ ହୋଇଥିବା ଜଣାପଡିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ଅନେକ ଶ୍ରମିକ ଖଣି ତଳେ ପୋତି ହୋଇ ରହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା…

ଅମରନାଥ ଯାତ୍ରା ପାଇଁ ବାହାରିଲା ପ୍ରଥମ ଦଳ, ଶୁଭାରମ୍ଭ କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରରେ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦଳ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିବ ।…