ବଡା ଛତୁ କିଲୋ ୧୨ଶହ ଟଙ୍କା : ଦର ବଢ଼ିଲେ ମଧ୍ୟ କମୁନି ଚାହିଦା, ଖାଉଟି ଚିନ୍ତାରେ
ଉମରକୋଟ / ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜାରରେ ବଡା ଛତୁ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବଜାରରେ ଏହାର ଦର କିଲୋ ପିଛା ପ୍ରାୟ ୧୨ଶହ ଟଙ୍କା ରହିଥିବା ବେଳେ ଏହି ଅଧିକ ଦର ସତ୍ତ୍ୱେ ମଧ୍ୟ ଏହାର ଚାହିଦା କମିନଥିବା ଦେଖାଯାଇଛି। ଫଳରେ!-->…