ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଗୋଟିଏ ବଳଦ ମୃତ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହାଲ ପଞ୍ଚାୟତ ଅଧିନସ୍ତ ଦୁଲହପୁର ବାସୁବେଡା ଖଡିଆ ଟୋଲୀର ମହେଶ ବାଘୱାରଙ୍କ ଗତ କାଲି ରାତ୍ର ପ୍ରାୟ ୧୦ ଘଟିକା ସମୟରେ ବଜ୍ରାଘାତରେ ଗୋଟିଏ ଗାଇ ଏବଂ ଗୋଟିଏ ବଳଦର ମୃତ୍ୟୁ ଘଟିଛି | ମହେଶ ବାଘୱାର ଆଜି…

କମିଲା ସୁନା ଓ ରୁପା ଦର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗତ କିଛି ମାସ ଧରି ଲଗାତାର ସୁନା ଓ ରୁପାର ମୂଲ୍ୟ ବଢିଚାଲିଥିଲା। ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଥିଲା ସୁନା ଦର। ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର…

ବିଜେଡି ପକ୍ଷରୁ ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ଓଡ଼ିଶା ବିଧାନସଭାର ନୂତନ କମିଟିରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ବିଧାନସଭାର ସ୍ଥାୟୀ କମିଟି-VII, ଭାଷାଗତ ସଂଖ୍ୟାଲଘୁ କମିଟି ଏବଂ ପାଠାଗାର କମିଟିର ସଦସ୍ୟ ଭାବେ ମନୋନୀତ…

ସୁଇମିଂ ପୁଲ୍‌ରେ ବୁଡ଼ି ଯୁବତୀ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର

ପୁରୀ: ସୋମବାର ରାତିରେ ପୁରୀର ଏକ ହୋଟେଲରେ ଥିବା ସୁଇମିଂ ପୁଲରେ ଗାଧୋଇବା ବେଳେ ବୁଡ଼ି ଗଲେ ଜଣେ ୨୫ ବର୍ଷୀୟା ଯୁବତୀ। ମୃତକ ହେଲେ ସୁମିତ୍ରା ମହାପାତ୍ର ଓରଫ ମାମା। ସେ ଗୌଡାବାଡା ସାହିର ବାସିନ୍ଦା। ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସଂରକ୍ଷଣ ଗୃହରେ…

ଖଣ୍ଡଗିରି ହତ୍ୟାକାଣ୍ଡ: ପୁଅ ପରେ ଡାକ୍ତରଖାନାରେ ଆଖି ବୁଜିଲେ ବାପା

ଭୁବନେଶ୍ୱର: ଖଣ୍ଡଗିରି ହତ୍ୟାକାଣ୍ଡ ମାମଲା। AIIMSରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା। ପୂର୍ବରୁ ପୁଅ କୃଷ୍ଣ ପାଢ଼ୀର ମୃତ୍ୟୁ ହୋଇଥିବା ବେଳେ ବଞ୍ଚାଇବାକୁ ଯାଇ ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସା ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ପାଢ଼ୀଙ୍କର ବାପା ଆଖି…

ବନ୍ଦ ହେବ କି ୧୦,୨୦,୫୦,୧୦୦ ଟଙ୍କିଆ ନୋଟ୍ ?

ନୂଆଦିଲ୍ଲୀ : ବନ୍ଦ ହେବ କି ୧୦,୨୦,୫୦,୧୦୦? ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲୋଗୋ ଥିବା ଏକ ପୋଷ୍ଟର ରହିଛି। ପୋଷ୍ଟରରେ ଲେଖାଯାଇଛି ଯେ ୧୦, ୨୦, ୫୦ ଏବଂ ୧୦୦ ମୂଲ୍ୟର କାଗଜ ନୋଟ ୧ ଜୁଲାଇ, ୨୦୨୬ରୁ ବନ୍ଦ ହୋଇଯିବ। ସମସ୍ତ ନୋଟ ନୁହେଁ,…

ରାମ ମନ୍ଦିର ଅର୍ଥ ଆତ୍ମସାତ୍‌ ଘଟଣାରେ ଅଭିଯୁକ୍ତ ଟିନ୍ନୁ ଯାଦବ ଘରୁ ଟଙ୍କା, ଅଳଙ୍କାର ଜବତ

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ଘଟଣାର ତଦନ୍ତ କ୍ରମରେ ପୁଲିସ ଅଭିଯୁକ୍ତ ରାମଶଙ୍କର ଯାଦବ ଓ ଟିନ୍ନୁ ଯାଦବଙ୍କ ଘରୁ ଟଙ୍କା, ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରବିବାର ପୁଲିସର ଏକାଧିକ ଟିମ୍ ଏହି ମାମଲାରେ ଗିରଫ ହୋଇଥିବା…

ଦଳର ନାମ ଓ ଚିହ୍ନ ଜାଲିଆତି ; ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ବିରୋଧରେ ମାମଲା

କଲକାତା : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦଳରେ ବିଦ୍ରୋହ ପ୍ରକାଶ ପୂର୍ବକ ଅଲଗା ଗୋଷ୍ଠୀ ଗଠନ କରିଥିବା କିଛି ନେତାଙ୍କ ବିରୋଧରେ ଟିଏମସି ପୁଲିସରେ ମାମଲା ରୁଜୁ କରିଛି। ଏହି…

ରେଳ ଦୁର୍ଘଟଣାରେ ୨ ଶ୍ରମିକ ମୃତ ଓ ଦୁଇ ଗୁରୁତର 

ନୂଆଦିଲ୍ଲୀ: ଆସାମର ଜୋଗୀଘୋପାସ୍ଥିତ ନରନାରାୟଣ ସେତୁ ଉପରେ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରେଳବାଇର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।…