ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁରୀ ବେଳାଭୂମିରେ ପୁଲିସ ପକ୍ଷରୁ ସୁରକ୍ଷା ନିର୍ଦେଶନାମା

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଏକ Public Safety Notice ଜାରି କରାଯାଇଛି । …

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଝାରସୁଗୁଡ଼ା : ସ୍ତ୍ରୀକୁ ପିଟିପିଟି ସ୍ୱାମୀ ମାରିଦେଇଥିବା ନେଇ ଅଭିଯୋଗ ଆସିଛି ।   ଝାରସୁଗୁଡ଼ା ସଦର ଥାନା ହଂଶାମୁରା କଣ୍ଟାପାଲି, ଘୁନଘୁଟି ପଡ଼ାରେ ଅଭାବନୀୟ ଘଟଣା ।  ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ ।  ଗତକାଲି ରାତିରେ କୌଣସି କାରଣକୁ ନେଇ ସ୍ୱାମୀ…

ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର । ରାଉରକେଲା ବୀରମିତ୍ରପୁର ଥାନା ରାମପାଲ୍ ଛକ ନିକଟସ୍ଥ ଧାନ ମିଲ ପାଉଁଶ ଗଦାରୁ ମିଳିଲା ମହିଳାଙ୍କ ମୃତଦେହ । ଧାନ ମିଲରୁ ବାହାରୁଥିବା ଗରମ ଚଷୁକୁ ନିଆଁ ଲଗାଇ ପୋଡ଼ୁଥିବା ବେଳେ ଧାନ ମିଲର ଜଣେ…

ମୋବାଇଲ ପାଇଁ ଭାଇ ଓ ବାପାକୁ ହାଣିଦେଲା ପୁଅ

ଉଦଳା : ସାମାନ୍ୟ ମୋବାଇଲ ପାଇଁ ବାପା ଓ ଭାଇକୁ ହାଣିଦେଲା ପୁଅ ।  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଅଭାବନୀୟ ଘଟଣା ଘଟିଛି ।  ଉଭୟ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।  ଗାଁର ସଦାନନ୍ଦ ବାରିକଙ୍କ ସାନପୁଅ ସୁଶାନ୍ତ ରାସ୍ତାରୁ ଏକ ମୋବାଇଲ ପାଇଥିଲେ ।…

କାଲି ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ସକାଳ ୭ଟା ୧୫ରେ ସେନାପଟା ଲାଗି ନିମନ୍ତେ ଦଇତାପତି ସେବାୟତ ମାନେ ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିଲେ l ଗତକାଲି ରାତିରେ ରତ୍ନ ସିଂହାସନରେ କୋଠ ସୁଆସିଆଙ୍କ ଦ୍ୱାରା ଚାର ମାଳ ବନ୍ଧା କାର୍ଯ୍ୟ କରାଯାଉଥିବାରୁ ଗତକାଲି ରାତ୍ର ପହୁଡ଼ ହୋଇନାହିଁ …

୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍, ମାଆ ଆଗରେ ଚାଲିଗଲା ପିଲାର ଜୀବନ

ଉମରକୋଟ: ମାଆ ଆଖି ଆଗରେ ଚାଲିଗଲା ଛୁଆର ଜୀବନ । ୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଝରିଗାଁ ବ୍ଲକ ଡଙ୍ଗରିଗୁଡା ପଂଚାୟତ କୋଇଗାଁ ଅଞ୍ଚଳର ଜଣେ ମହିଳା…

ଏକ ପେଡ୍ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ,୨୮/୬(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ କୋଟଣୀ ଶିଳାସ୍ଥିତ ଡିପି ଆଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ଆନୁକୂଲ୍ୟରେ ଓ କମ୍ପାନୀ ଅଧ୍ୟକ୍ଷା ଦୀପ୍ତି ପ୍ରଭା ସାହୁଙ୍କ ଆବାହକତ୍ୱରେ ରବିବାର ଦିନ କୋଟଣିଶୀଳା ସ୍ଥିତ ଡିପି ଆଗ୍ରୋ ଇକୋ ରିଟ୍ରିଟ…

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଗୁରୁତର ଅଭିଯୋଗ ଉଠିଛି । ଏହି ଘଟଣା ସମ୍ପର୍କରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ…

ଗଳା କାଟି ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା

କରଞ୍ଜିଆ: ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା । ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିର ଚୈତ୍ଯନ ଟୁଡୁ ଗତକାଲି ଦିନ ୧୦ଟାରେ ବାହାରକୁ ଯାଇଥିଲେ । ଦିନ ୨ଟାରେ ଘରକୁ…

ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା; ତିନୋଟି ସ୍ଥାନରେ ହେବ ପାର୍କିଂ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ…